Dictionaries | References ମ ମୁକ୍ତି Script: Odia Meaning Related Words ମୁକ୍ତି ori.wordnet.indo | Oriya Oriya Rate this meaning Thank you! 👍 noun ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା Ex. ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ ONTOLOGY:अवस्था (State) ➜ संज्ञा (Noun) SYNONYM:ମୋକ୍ଷ ନିର୍ବାଣ କୈବଲ୍ୟ ମୋଚନ ନିଷ୍କୃତି ଅମରପଦWordnet:asmমোক্ষ bdनिस्थार मोननाय benমোক্ষ gujમોક્ષ hinमोक्ष kanಮೋಕ್ಷ kasنجات kokमोक्ष malമോക്ഷം marमोक्ष mniꯑꯔꯥꯟ꯭ꯈꯨꯕꯝ panਮੁਕਤੀ sanमोक्षः tamமுக்திநிலை telస్వర్గం urdنجات , آزادی noun କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା Ex. କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ HYPONYMY:ମୁକ୍ତ ହେବା ଶାପମୁକ୍ତି ଋଣ ମୁକ୍ତ ଅନ୍ତବିଦାରଣ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବିମୁକ୍ତି ବନ୍ଧନ ମୁକ୍ତ ନିବୃତ୍ତିWordnet:asmমুক্তি bdउदांस्रि gujમુક્તિ hinमुक्ति kanಮುಕ್ತಿ kasآزٲدی kokसुटावो malമുക്തി marमुक्ती mniꯅꯤꯡꯇꯝꯕ nepमुक्ति panਮੁਕਤੀ telముక్తి urdآزادی , چھٹکارا , نجات , رہائی , خلاصی noun ମୁକ୍ତି ପାଇବାର କ୍ରିୟା Ex. ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ନିସ୍ତାର ଉଦ୍ଧାର ମୋକ୍ଷWordnet:gujઉગાર hinउबराई malതിരിച്ചെടുക്കൽ panਉਭਰਾਈ tamவிடுபடுதல் telరక్షించడం urdنجات , چٹکار , بچاو , ابرائی noun ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ Ex. ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ ONTOLOGY:अवस्था (State) ➜ संज्ञा (Noun) SYNONYM:ନିବୃତ୍ତିWordnet:gujમુક્તિ kasآزٲدی , نَجاتھ marमुक्ती panਮੁਕਤੀ noun ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି Ex. କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି ONTOLOGY:अवस्था (State) ➜ संज्ञा (Noun) SYNONYM:ତ୍ରାହି ଉଦ୍ଧାରWordnet:sanमुक्तिः noun ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ Ex. ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ HYPONYMY:ମୁକ୍ତି ONTOLOGY:अवस्था (State) ➜ संज्ञा (Noun) SYNONYM:ନିବୃତ୍ତି ଉଦ୍ଧାର ବିମୁକ୍ତି ବନ୍ଧନWordnet:sanमुक्तिः See : ଉଦ୍ଧାର, ବନ୍ଧନ ମୁକ୍ତି Related Words ମୁକ୍ତି ମୁକ୍ତି କରାଇବା ବ୍ୟଥାରୁ ମୁକ୍ତି ବନ୍ଧନ ମୁକ୍ତି ଝାଡଖଂଡ ମୁକ୍ତି ମୋର୍ଚା ଝାଡଖଣ୍ଡ ମୁକ୍ତି ମୋର୍ଚା अव्यथा ব্যাথাহীনতা બંધન મુક્ત અવ્યથા ମୁକ୍ତି ଅଭିଳାଷୀ ମୁକ୍ତି ପାଇବା ପ୍ରତିବନ୍ଧିତ ମୁକ୍ତି मुक्तिः (অপরকে দিয়ে)ছাড়ানো सोडोवन घेवप मोक्षः निस्थार मोननाय نجات முக்திநிலை విడుదల చేయించు મોક્ષ ಮೋಕ್ಷ മോക്ഷം मुक्ती ਮੁਕਤੀ सुटावो چھڑوانا ਛੁੜਵਾਉਣਾ മുക്തി मुक्ति मोक्ष মুক্তি ঝারখণ্ড মুক্তি মোর্চা झारखंड मुक्ती मार्चा झारखण्डमुक्तिमोर्चाः ഝാര്ഘ്ട് മുക്തിമോര്ച്ച് ઝારખંડ મુક્તિ મોરચો झारखंड मुक्ति मोर्चा آزٲدی মোক্ষ મુક્તિ deliverance জামিন सोडवून घेणे rescue फिरौती ಮುಕ್ತಿ വിടുവിക്കുക bring through carry through छुड़वाना उदांस्रि விடுதலை ముక్తి છોડાવવું ಬಿಡಿಸು exemption saving స్వర్గం ନିବୃତ୍ତି freedom enlightenment pull through delivery save खंडणी ବିମୁକ୍ତି nirvana விடுவி କୈବଲ୍ୟ ଅମରପଦ ତ୍ରାହି ବନ୍ଧନ ମୁକ୍ତ ମୋକ୍ଷ ଜେ ଏମ୍ ଏମ୍ ଝାମୁମୋ ନିର୍ବାଣ ନିଷ୍କୃତି ପରିତ୍ରାଣ କରାଇବା ନିସ୍ତାର ପାପନାଶ ପାପମୟ ଭବବାଧା ମୁମୁକ୍ଷା ମୁମୁକ୍ଷୁ ମୋଚନ ମୋହଭଙ୍ଗ ଶାପମୁକ୍ତି ସଂଭାଳିଗଲାଣି ଅତପୀ ଅନୌଦ୍ଧତ୍ୟ ଅବେଷ୍ଟି ଅମୁକ୍ତି ଆଖି ଖୁଞ୍ଚିବା ଆତ୍ମାନୁଶାସନ ଉଦାରତାବାଦୀ ଋଣ ମୁକ୍ତ ପବିତ୍ରୋପାନ ଏକାଦଶୀ ପରମା ଏକାଦଶୀ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP