Dictionaries | References ଦ ଦୁଃଖ Script: Odia Meaning Related Words ଦୁଃଖ ori.wordnet.indo | Oriya Oriya Rate this meaning Thank you! 👍 noun ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ Ex. ଦୁଃଖ ବେଳେ ଭଗବାନ ମନେ ପଡନ୍ତି / ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି HYPONYMY:ଶାରୀରିକ ପୀଡ଼ା ଦୁଃଖ ମନୋବ୍ୟଥା କଷ୍ଟ ଅବସାଦ ଭବବନ୍ଧନ ଅତିକଷ୍ଟ ପ୍ରେତବାଧା ଅନାତ୍ମକଦୁଃଖ ମୃତ୍ୟୁଶଙ୍କା ସନ୍ତାପ ଭବ ଅସ୍ମିତା ଜିଭକାଟର ଦୁଃଖ ଅନ୍ତର୍ଦୁଃଖ ଅନ୍ଧତାମିସ୍ର୍ର ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଦୁର୍ଦଶା କଷ୍ଟ କ୍ଳେଶ ଅସୁଖ ଶୋକWordnet:asmদুখ bdदुखु benদুঃখ gujદુ hinदुख kanದುಃಖ kasمُصیٖبَت , تَکلیٖف kokदुख्ख malവ്യസനം marदुःख mniꯑꯋꯥꯕ nepदु:ख panਤਕਲੀਫ਼ sanदुःखम् tamதுக்கம் telదుఃఖం urdتکلیف , کوفت , دکھ , پریشانی , اضطراب , درد , الم , اندوہ , آزارمشقت , سزا , ایزا , الجھن noun କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ Ex. ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ HYPONYMY:ଅବଶୋଷ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଖେଦ କ୍ଷୋଭ ଗ୍ଲାନି ଅନୁତାପ ଅବଶୋଷWordnet:asmদুখিত bdदुखु benখেদ gujખેદ hinदुःख kanಖೇದ kasاَفسوٗس kokखंत malഖേദം marखेद nepखेद panਅਫਸੋਸ sanखेद tamவேதனை telదుఃఖం urdافسوس , ملال , رنج , آزردگی , غم , دلگیری , دل گرفتگی , الم noun ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ Ex. ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା/ ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଶୋକ ଅବସାଦWordnet:asmশোক benশোক gujશોક hinशोक kanದುಃಖ kasغم kokदुख्ख malദുഃഖം marशोक nepअपसोस panਦੁੱਖ sanशोकः tamவருத்தம் urdغم , دکھ , افسوس , رنج , صدمہ , ملال , , الم See : କଷ୍ଟ Related Words ଦୁଃଖ ଜିଭକାଟର ଦୁଃଖ অবাঙনরক अवाङ्नरक ସାଂସାରିକ ଦୁଃଖ ଦୁଃଖ ସହିବା खेद দুখিত খেদ खंत اَفسوٗس ഖേദം ਅਫਸੋਸ ખેદ ಖೇದ दुःख দুঃখ দুখ दु:ख दुःखम् வேதனை ਤਕਲੀਫ਼ വ്യസനം దుఃఖం दुख दुख्ख दुखु ದುಃಖ compunction anguish self-reproach remorse துக்கம் sorrow દુ କ୍ଳେଶ ଖେଦ ଗ୍ଲାନି ଅସୁଖ ଦୁର୍ଦଶା sorrowfulness suffer hurt sadness କ୍ଷୋଭ ଅନୁତାପ ହରଣକରିବା ଲେବାନନବାସୀ ପୁତ୍ରହୀନା ଶୋକ ଭବ ଦୁଃଖଦ ହୃଦୟବାନ ଗୁମସୁମ୍ ଚୁପଚାପ ଛାତିପିଟି କାନ୍ଦିବା ଲୁହ ଛଳ ଛଳ ଆଖିରେ ସଂଜୀବ ନରକ ସନ୍ତାପ ସ୍ନେହହୀନତା ଅନ୍ତର୍ଦୁଃଖ ଅନାତ୍ମକଦୁଃଖ ଅବିୟୋଗ ଅଭବ୍ୟ ତାରାମତୀ ଦୁଃଖକଥା ଦୁଃଖଦ ଅନୁଭୂତି ଦୁଃଖହୀନ ଦୁଃଖୀ ପକ୍ଷାଘାତ ପୀଡ଼ିତ ବିରହ ବେଦନା ଭବବନ୍ଧନ କାନ୍ଦିବା ଅବସାଦ ସହୃଦୟ ବ୍ୟକ୍ତି କଣ୍ଟା ଫୋଡ଼ିବା କଷ୍ଟ ଖୁସିହେବା ଅବଳା ଦୁଃଖଦ ସମାଚାର ବିକଳ ହେବା ବିରକ୍ତି ଅବଶୋଷ ଆଶାବାଦ ଉନ୍ମାଦ ଦୟା ବିସ୍ମୟସୂଚକ ଚିହ୍ନ ସ୍ୱାଭାବିକ ହଇରାଣ କରିବା ହସକୁରା ହାଲୁକା ଅସନ୍ତୋଷ ପ୍ରଦର୍ଶନ ଆର୍ତ୍ତନାଦ ଆହା ଚିନ୍ତା କରିବା ଅପରିଗ୍ରହ ଅପୁତ୍ରିକ ଅବହେଳା ଦୁର୍ଘଟଣା ବିଚ୍ଛେଦ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP