Dictionaries | References ବ ବ୍ୟବସ୍ଥା Script: Odia Meaning Related Words Rate this meaning Thank you! 👍 ବ୍ୟବସ୍ଥା ori.wordnet.indo | Oriya Oriya | | noun ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ Ex. ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା ONTOLOGY:समूह (Group) ➜ संज्ञा (Noun) SYNONYM:ନିୟମ ସଂସ୍ଥାWordnet:asmঅনুষ্ঠান gujસંસ્થા kasرواج kokरिवाज malപ്രസ്ഥാനം telవ్యవస్థ urdتنظیم noun କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା Ex. ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ HYPONYMY:ଆୟୋଜନ ଧାଡ଼ି ଡାକ ଟେଲିଫୋନ ପାଠ୍ୟକ୍ରମ ଅଧାଭାଗ ଅର୍ଥବ୍ୟବସ୍ଥା ଶ୍ରେଣୀ ତଦାରଖ ବିଧାନ ଏକଛତ୍ରବାଦ ଟେଲିଫୋନ୍ ସଂଚାଳନ ଉଇଲ୍ ରାସନବିତରଣ ନେଟୱାର୍କ ନିଗମ କାନୁନ ବ୍ୟବସ୍ଥା.କାନୁନ-ବ୍ୟବସ୍ଥା ଜାଲ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବନ୍ଦୋବସ୍ତ ଯୋଗାଡ଼Wordnet:asmব্যৱস্থা bdबेबस्था benব্যবস্থা gujવ્યવસ્થા hinव्यवस्था kanವ್ಯವಸ್ಥೆ kasاِنتِظام , بَنٛدوبست kokवेवस्था malഏര്പ്പാടാക്കല് marव्यवस्था mniꯁꯤꯜ ꯂꯥꯡꯕꯒꯤ꯭ꯊꯕꯛ nepव्यवस्था panਪ੍ਰਬੰਧ telఎర్పాట్లు urdانتظام , بندوبست , اہتمام noun ଶାସ୍ତ୍ରଆଦିଦ୍ୱାରା ନିର୍ଦ୍ଧାରିତ ହେଉଥିବା କାମର ବିଧାନ Ex. ବୈଦିକ ଯୁଗରେ କାମର ଆଧାରରେ ଚାରି ବର୍ଣ୍ଣର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି HYPONYMY:ଆଶ୍ରମ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdमावनाय राहा kanವ್ಯವಸ್ಥೆ kasانتظام mniꯊꯕꯛ꯭ꯊꯧꯔꯝ panਵਿਵਸਥਾ(ਪ੍ਰਬੰਧ) telవ్యవస్థ urdنظام , نظم وضبط , بندوبست noun ସମାଜ ଦ୍ୱାରା ନିର୍ଦ୍ଧାରିତ କୌଣସି କାର୍ଯ୍ୟ କରିବାପାଇଁ ଏକ ପ୍ରଚଳିତ ରୀତି Ex. ଏହି କାର୍ଯ୍ୟଳୟର ବ୍ୟବସ୍ଥା ଏତେ ବେକାର ଯେ କିଛି ବି କାମ ଠିକ୍ ସମୟରେ ହେଉନାହିଁ HYPONYMY:ଜଳ ଯୋଗାଣ ବ୍ୟବସ୍ଥା ONTOLOGY:प्रक्रिया (Process) ➜ संज्ञा (Noun)Wordnet:benব্যবস্হা kasنظام malസ്ഥിതി mniꯊꯕꯛ ꯊꯧꯔꯝ nepव्यवस्था sanव्यवस्था urdنظام , انتظام , نظم و ضبط noun ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ Ex. ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ HYPONYMY:ଭଏସ ମେଲ ବ୍ୟୁହରଚନା ରେଳତନ୍ତ୍ର ସଂଯୋଗ ଫାୟାରବଲ୍ ଟେଲିଭିଜନ ହୱାଲା ନେଟୱାର୍କ ONTOLOGY:समूह (Group) ➜ संज्ञा (Noun) SYNONYM:ତନ୍ତ୍ରWordnet:gujતંત્ર kasنِظام , بَنٛدوبَستہٕ mniꯅꯤꯇꯤ ꯅꯤꯌꯝ urdنظام , انتظام See : ଆୟୋଜନ, ଯୋଗାଡ଼ Related Words ରାଜ୍ୟ ବ୍ୟବସ୍ଥା ଶାସନ ବ୍ୟବସ୍ଥା ତରଳ ଦ୍ରବ୍ୟର ନିଷ୍କାସନ ବ୍ୟବସ୍ଥା ବ୍ୟବସ୍ଥା କରିବା କାନୁନ ବ୍ୟବସ୍ଥା.କାନୁନ-ବ୍ୟବସ୍ଥା ଜଳ ଯୋଗାଣ ବ୍ୟବସ୍ଥା ସାମାଜିକ ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ରେଳ ବ୍ୟବସ୍ଥା আওয়ারণ scheme پانٛیل چیٖز نٮ۪بَر نیرنٕچ وَتھ ఎర్పాట్లు కళ్ళెము આવરણ জলবন্টন ব্যবস্থা আইনিব্যবস্থা বাঘজৰী ਕਨੂੰਨ ਵਿਵਸਥਾ ਜਲਪੂਰਤੀ ਵਿਵਸਥਾ ਬਾਗਡੋਰ કાનૂન વ્યવસ્થા ഏര്പ്പാടാക്കല് कानून व्यवस्था कायदाव्यवस्था कायदो वेवस्था कारबार उदका पुरवण वेवस्था विधिव्यवस्था जलापूर्ति व्यवस्था बेबस्था धूः पाणीपुरवठा व्यवस्था لَگام ಕಾನೂನು ವ್ಯವಸ್ಥೆ ಹತೋಟಿಯಲ್ಲಿಡುವುದು پروگرام بَناوُن பொறுப்பு ప్రణాళికఏర్పాటుచేయు দ্রব নিকাশ ਦ੍ਰਵ ਨਿਕਾਸ કાર્યક્રમ બનાવો പദ്ധതി തയ്യാറാക്കുക દ્રવ નિકાસ कार्यक्रम ठरविणे कार्यक्रम बनाना जलनिर्गमः द्रव निकास द्रव व्हांवणी ಕಾರ್ಯಕ್ರಮ ಮಾಡು हाबाफारि ला आवरण राज्यव्यवस्था ஏற்பாடு செய் சமூக அமைப்பு اِنٛتِظام کَرُن மாநில ஏற்பாடு రాజ్య వ్యవస్థ సామాజిక వ్యవస్థ કમાન সমাজ ব্যৱস্থা ব্যবস্থা ব্যবস্থা করা ব্যৱস্থা কৰা রাজ্য ব্যবস্থা ৰাজ্য ব্যৱস্থা সামাজিক ব্যবস্হা ਪ੍ਰਬੰਧ ਕਰਨਾ ਰਾਜ ਵਿਵਸਥਾ વ્યવસ્થા કરવી સામાજિક સંરચના ഭരണ പദ്ധതി കടിഞ്ഞാണ് ഏര്പ്പാട് ചെയ്യുക समाजारि राहा वेवस्था करप व्यवस्था करणे व्यवस्था गर्नु social organisation social organization social structure social system राज्य व्यवस्था रायजोनि खान्थि प्रबंध करना प्रबन्धः correspondence قٲیدٕ قونوٗن सामाजवेवस्था सामाजिकसंरचना રાજ્ય વ્યવસ્થા ರಾಜ್ಯ ವ್ಯವಸ್ಥೆ ವ್ಯವಸ್ಥೆ ಮಾಡು arrangement सामाजिक संरचना agreement ఏర్పాటుచేయు ব্যৱস্থা পরিকল্পনা করা Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP