Dictionaries | References କ କ୍ଷତି Script: Odia Meaning Related Words Rate this meaning Thank you! 👍 କ୍ଷତି ori.wordnet.indo | Oriya Oriya | | noun କୌଣସି ବେପାରଆଦିରେ ହେଉଥିବା କ୍ଷତି Ex. ଏହି ବେପାରରେ ମୋର ଖାଲି କ୍ଷତି ହେଲା HYPONYMY:ଅନର୍ଥ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ହାନି ଲୋକସାନ ଘାଟାWordnet:asmলোকচান bdखहा benক্ষতি gujખોટ hinहानि kanಹಾನಿ kasنۄقصان , گاٹہٕ kokतोटो malചേതം marतोटा mniꯑꯃꯥꯡꯕ nepहानि panਘਾਟਾ sanक्षयः tamநட்டம் telనష్టం urdنقصان , خسارا noun ଖରାପ ବା କଷ୍ଟକର ହୋଇଥିବା ପରିଣାମ Ex. ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ HYPONYMY:ଭିଜନ ଲସ୍ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ହାନିWordnet:gujહાનિ marअपाय sanअपायः noun କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି Ex. ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ ONTOLOGY:घटना (Event) ➜ निर्जीव (Inanimate) ➜ संज्ञा (Noun) SYNONYM:ଲୋକସାନି ହାନି କ୍ଷୟ ଅନିଷ୍ଟWordnet:kanನಷ್ಟ kasنۄقصان , ہرجانہٕ panਹਾਨੀ See : ଅପକାର, ଅନିଷ୍ଟ, ଆଘାତ Related Words କ୍ଷତି ଦୃଷ୍ଟି କ୍ଷତି நட்டம் লোকচান ਘਾਟਾ ખોટ ചേതം क्षयः तोटा तोटो हानि నష్టం ক্ষতি ಹಾನಿ scathe harm खहा detriment loss damage ହାନି hurt ଘାଟା କ୍ଷୟ ଲୋକସାନ ଲୋକସାନି କ୍ଷତିପୂରଣ କରିବା ଅଦିନିଆ ଦୁରଖା ପୋକ ପ୍ରଚୁର ବର୍ଷା ଗୋଟିପୋକ ଚନଚନା ପୋକ ଚିଂପା ପୋକ ହାର୍ଟଷ୍ଟ୍ରୋକ ହୋଣ୍ଡୁରସୀ ଅତିଗଣନ ଅନିଷ୍ଟ ଅପକାର ଅବୈଧାନିକ ଝବଧରୀ ଘାସ ଝିଙ୍ଗା ପୋକ ଧନଜୀବନ ନୀଳଗାଈ ପପହା ପ୍ରଭୂତ ବୌରବାନ ଆମ୍ବ ଭିଜନ ଲସ୍ ଭୁନଗୀ ପୋକ କ୍ଷତିକାରକ କ୍ଷତିଗ୍ରସ୍ତ କାରଗିଲ ସହର କାଳିମୁଣ୍ଡି ପୋକ ଖୁଖି ପୋକ ଘୂର୍ଣ୍ଣିବାତ୍ୟା ଘୋଡରୋଜ ଛୋଟଲୋକ ଜଉଆ ପୋକ ମୂକପ୍ରାଣୀ ରାତୈଲ ରେଟିନୋପେଥି ଲାସି ସ୍ୱାର୍ଥାନ୍ଧ ହ୍ରାସବୃଦ୍ଧି ଅପଥ୍ୟ ପେନାଲଟି ବିସ୍ଫୋରଣ ଭୂସ୍ଖଳନ କ୍ଷତିପୂରଣ କ୍ଷତିପୂରଣ ଦାବି କ୍ଷତିହେବା ଖେଳାଖେଳି ଜଉଆ ରୋଗପ୍ରତିରୋଧକ ସ୍ଥାନ ପରିବର୍ତ୍ତନ ସୁପାରୀ ତନ୍ତ୍ର ମନ୍ତ୍ର ଦଣ୍ଡଦେବା ଦ୍ରୋହୀ ଦୁର୍ବିପାକ ପ୍ରତିଦାନ ବିପ୍ଳବ ବୀମା ସଁବାଳୁଆ ତୋଫାନ ବାଙ୍କିଆ ଅଜପା ଅନର୍ଥ କଂପ୍ୟୁଟର ଭାଇରସ୍ ଦେବାଳିଆ କ୍ରୋଧ ଚରମପନ୍ଥୀ ଜଉପୋକ ମୌଲା ଅକ୍ଷତ ଅସୂୟା ଉଜୁଡ଼ିବା ତୁଣ୍ଡି ଧମକ ସଂକଟ ଅଭିଯୋଗ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP