noun କୌଣସି ବେପାରଆଦିରେ ହେଉଥିବା କ୍ଷତି
Ex.
ଏହି ବେପାରରେ ମୋର ଖାଲି କ୍ଷତି ହେଲା ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmলোকচান
bdखहा
benক্ষতি
gujખોટ
hinहानि
kanಹಾನಿ
kasنۄقصان , گاٹہٕ
kokतोटो
malചേതം
marतोटा
mniꯑꯃꯥꯡꯕ
nepहानि
panਘਾਟਾ
sanक्षयः
tamநட்டம்
telనష్టం
urdنقصان , خسارا
noun ଖରାପ ବା କଷ୍ଟକର ହୋଇଥିବା ପରିଣାମ
Ex.
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
Ex.
ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ ONTOLOGY:
घटना (Event) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଲୋକସାନି ହାନି କ୍ଷୟ ଅନିଷ୍ଟ
Wordnet:
kanನಷ್ಟ
kasنۄقصان , ہرجانہٕ
panਹਾਨੀ
See : ଅପକାର, ଅନିଷ୍ଟ, ଆଘାତ