Dictionaries | References

ଲୋକ

   
Script: Odia

ଲୋକ

ori.wordnet.indo | Oriya  Oriya |   | 
 noun  ଗୋଟିଏରୁ ଅଧିକ ବ୍ୟକ୍ତି   Ex. ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
HOLO MEMBER COLLECTION:
ଶୋଭାଯାତ୍ରା ସମାଜ ଦୁନିଆ ବରଯାତ୍ରୀ ଥିବା ସ୍ଥାନ
HYPONYMY:
ପରଲୋକ ସ୍ୱଜନ ଜାତି ପରିବାର ଦମ୍ପତି ଇଂକା ହିନ୍ଦୁ ପାଖପଡ଼ୋଶୀ କିରଗିଜ ପିଣ୍ଡଦାତା କାର୍ଯ୍ୟାଳୟ କକ୍ଷ ସାମାଜିକ ବ୍ୟବସ୍ଥା ବିଦ୍ୟାଳୟ ଅଣହିନ୍ଦୁ ଅସୁସ୍ଥଲୋକ ନଗରପାଳିକା ପ୍ୟାକେଟ ଅନୁଚରବର୍ଗ
MERO MEMBER COLLECTION:
ବ୍ୟକ୍ତି
ONTOLOGY:
समूह (Group)संज्ञा (Noun)
SYNONYM:
ଗଣ ଜନଗଣ ଜନମାନବ ସମୂହ
Wordnet:
asmজনতা
bdलोगो
benলোক
gujલોકો
hinलोग
kanಜನ
kasلُکھ
kokलोक
malആളുകള്‍
marलोक
mniꯃꯤꯌꯥꯝ
nepमानिस
panਲੋਕ
tamமக்கள்
telప్రజలు
urdعوام , لوگ
 noun  ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ   Ex. ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
HYPONYMY:
ପାତାଳ ପରଲୋକ ସୂର୍ଯ୍ୟଲୋକ ଯମପୁର ରସାତଳ ଇନ୍ଦ୍ରଲୋକ ଗନ୍ଧର୍ବଲୋକ ସାକେତ ଲୋକ
ONTOLOGY:
पौराणिक स्थान (Mythological Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ଭୁବନ
Wordnet:
benলোক
hinलोक
kanಲೋಕ
kasدُنِیاہ
malലോകം
marभुवन
tamஉலகம்
telప్రపంచం
urdدنیا , سطح , طبق
 adjective  ଏକ ଉଚ୍ଚ ସ୍ତରରେ ଲୋକମାନଙ୍କଦ୍ୱାରା ଯଥା ନାଗରୀକମାନଙ୍କଦ୍ୱାରା ସ୍ୱୀକୃତ ବା ମାନ୍ୟ ପ୍ରଦାନ କରାଯାଇଥିବା   Ex. ଭାରତରେ ଲୋକମତ ଆଧାର ଉପରେ ହିଁ ସରକାର ଗଢ଼ାହୁଏ/ ଭାରତରେ ଲୋକ ଶାସନ ରହିଛି
MODIFIES NOUN:
ଅବସ୍ଥା ବସ୍ତୁ ପ୍ରକ୍ରିୟା
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
SYNONYM:
ଗଣ
Wordnet:
benজন
gujલોક
hinलोक
kanಜನತೆಯ
kasرایہِ عام
malജനാഭിപ്റയത്തിന്റെ
panਲੋਕ
tamமக்களுடைய
telప్రజాస్వామ్యబధ్ధంగా
urdعام , عوامی , عوام کی , جنتاکی
 noun  ବିଶ୍ବର କୌଣସି ବିଶିଷ୍ଟ ଅଂଶ ବା ସ୍ଥାନ ଯେଉଁଠି କିଛି ଅଲଗା ପ୍ରକାରର ଜୀବ ବା ପ୍ରାଣୀ ରହନ୍ତି   Ex. ଜୀବଲୋକ,ଦେବଲୋକ,ବ୍ରହ୍ମଲୋକ,ମନୁଷ୍ୟଲୋକ ଆଦି କେତେ ଲୋକ ଅଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
gujલોક
kasلُکھ , عوام
sanलोकः
   See : ବ୍ୟକ୍ତି, ଜନତା, ଦୁନିଆ

Related Words

ପାଉଁଶିଆ ଲୋକ   କୃଷ୍ଣକାୟ ଲୋକ   କୌତୁକିଆ ଲୋକ   ଗୃହହୀନ ଲୋକ   ରଶିବଳା ଲୋକ   ଲୋକ ସଂଗୀତ   ଥାପିବା ଲୋକ   ତେଣ୍ଡାରେ ପାଣି ବୋହୁଥିବା ଲୋକ   ଦଉଡ଼ିବଳା ଲୋକ   ମାଗିବା ଲୋକ   ଲୋକ ଆୟୁକ୍ତ   ତେଣ୍ଡାରେ ପାଣି ଉଠାଉଥିବା ଲୋକ   ଖଟିଖିଆ ଲୋକ   ସାକେତ ଲୋକ   ଢାଳିବା ଲୋକ   ତୁଳା ଭିଣିବା ଲୋକ   ପାଡ଼ୁରା ଲୋକ   ବାସହୀନ ଲୋକ   କନ୍ୟାପକ୍ଷ ଲୋକ   ଲୋକ-ଚିତ୍ରକଳା   ଲୋକ ଜନଶକ୍ତି ପାର୍ଟି   ଲୋକ ଲେଖା ସମିତି   ସଉକପ୍ରିୟ ଲୋକ   ବିକଳାଙ୍ଗ ଲୋକ   କଳା ଲୋକ   ଲୋକ କଲ୍ୟାଣ ବିଭାଗ   ଲୋକ ସଙ୍ଗୀତ   ୱାର୍ଲି ଲୋକ-ଚିତ୍ରକଳା   ଲୋକ   ସ୍ୱର୍ଗ ଲୋକ   ଅତ୍ୟାଚାରୀ ଲୋକ   ଅଷ୍ଟ୍ରିଆ ଲୋକ   ଧନୀ ଲୋକ   ନିଉଛୁଣା ଲୋକ   ନିକୁଛିଆ ଲୋକ   ପ୍ରତି ଲୋକ   ପାତାଳ ଲୋକ   ବନିଶୀରେ ମାଛ ଧରୁଥିବା ଲୋକ   ବୈକୁଣ୍ଠ ଲୋକ   କହରା ଲୋକ   ରଙ୍ଗ ଖେଳୁଥିବା ଲୋକ   ଲୋକ-କଳା   ଲୋକ ପ୍ରଚଳିତ କାହାଣୀ   ଲୋକ ସମ୍ପର୍କ   काळे लोक   সাকেত   ਸਾਕੇਤ   સાકેત   साकेत   پبلِک کٔمِشنر   تھاپیا   தட்டுபவன்   తట్టే వ్యక్తి   ইদারাদার   বাতকর্মকারী   লেপনকর্মী   সামাজিক শ্রেণী   ਥਾਪੀਆ   ਪਦਕੜ   ਸੋਕਰਹਾ   પાદણિયું   કોશિયો   പിന്നാലെ വരുന്നവൻ   അടിക്കുന്ന ആൾ   થપેડી   लोक आयुक्त   पादाड्डो   पदक्कड़   طبقٕہ   معاشرتی طبقہ   सोकरहा   लोक संगीत   लोकायुक्त   கைகளில்லாதவன்   بے گھر   ترٛاون وول   تَماشہٕ ؤچَھن وول   நகைச்சுவையாளர்   பஞ்சடிப்பவன்   பெண்வீட்டார்   மாநிறநபர்   పెళ్ళికూతురుతరపువాళ్ళు   బూడిదరంగువ్యక్తి   విలాసప్రియులు   దూదేకులవాడు   કન્યાપક્ષ   যে ব্যক্তি ঢালে   দড়ি বন্টনকারী ব্যক্তি   আবাসহীন ব্যক্তি   ধুনারি   পিঙ্গল বর্ণের ব্যক্তি   কনেযাত্রি   কমিশানার   লোকসঙ্গীত   ਢਲੈਆ   ਤਮਾਸ਼ਬੀਨ   ਧੁੰਨਿਆ   ਰੱਸੀਵੱਟ   ਲੋਕ ਸੰਗੀਤ   ಲೋಕಾಯುಕ್ತ   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP