Dictionaries | References ସ ସମୟ Script: Odia Meaning Related Words Rate this meaning Thank you! 👍 ସମୟ ori.wordnet.indo | Oriya Oriya | | noun ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ Ex. ସମୟ କାହାରିକୁ ଅପେକ୍ଷା କରେ ନାହିଁ / ଆପଣ କେଉଁ ଯୁଗର କଥା କହୁଛନ୍ତି / ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ / ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ HYPONYMY:ଉତ୍ସବ ପ୍ରହର ଜନ୍ମ ସମୟ ଗୋଧୂଳିବେଳା ମହଲତ ଆସନ୍ତାକାଲି ଅତୀତ ପୂର୍ବାହ୍ନ ମଝି ଫୁରସତ୍ ରାତି ମୃତ୍ୟୁ ନିର୍ଦ୍ଦିଷ୍ଟ କାଳ ଡେରି ବର୍ତ୍ତମାନ କାଳ ଅନୁମତି ଅବସର ଆୟୁ ସକାଳ ଋତୁ ବାଲ୍ୟବସ୍ଥା ଅଳ୍ପ ସମୟ କ୍ଷଣ ଖରା ଘଡ଼ି ଅନୁପଯୁକ୍ତ ସମୟ କ୍ଷଣେ ଭିତରେ ଦିପହର ବର୍ଷାକାଳ ନକ୍ଷତ୍ର ବ୍ରାହ୍ମମୁହୂର୍ତ୍ତ ତାଳ ମାତ୍ରା ମୁହୂର୍ତ୍ତ ତ୍ରିସଂଧ୍ୟା ସଂଧ୍ୟା ଶୀତ ଋତୁ ଖରାପଦିନ ପାଳି ଯୁଗାନ୍ତର ବିପଦ କାଳ ବିଷୁବ ଥର ସଂକ୍ରାନ୍ତି ଦିନ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ସୁଦିନ ବକତ ଦୀର୍ଘକାଳ ଅକାଳ ଅନଦ୍ୟତନ ଅନଦ୍ୟତନଭବିଷ୍ୟତ ପୂର୍ବ- ଅନଦ୍ୟତନ ଯୁଗସନ୍ଧି ଶସ୍ତା ମନ୍ୱନ୍ତର ବିଷୁବବର୍ଷ ନିକଟ ଅତୀତ ପ୍ରତ୍ୟୁଷ ସମୟ ତ୍ରିକାଳ ମଧ୍ୟ-କାଳ ଅୟନ କାଳ ଅୟନାନ୍ତ ପ୍ରାଚୀନ କାଳ ମୋଗଲ କାଳ ଅୟନସଂକ୍ରମ ଅଧ୍ୟାୟ ଅହର୍ଗଣ ଅର୍ଦ୍ଧମାତ୍ରା ଅବକାଶ ବିପଦ ସମୟ ପ୍ରଚୁର ଖାଦ୍ୟଶସ୍ୟ ସୁଭିକ୍ଷ ଅବରୋହ ଅନ୍ତର୍ଦ୍ଦଶା ଆବାତୀ ଇଦ୍ଦତ ଉକ୍ଥ ପ୍ରସୂତିକାଳ ଯୋଗ ଚତୁର୍ମାସ୍ୟା ONTOLOGY:समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାଳ ଯୁଗ ଦିନ ବେଳା ଅବସରWordnet:asmসময় bdसम benসময় gujસમય hinसमय kanಸಮಯ kasوَقت malസമയം marकाळ mniꯃꯇꯝ nepसमय panਸਮਾਂ tamநேரம் telసమయము urdوقت , زمانہ , عرصہ , دور , دوران noun ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ Ex. ତାଙ୍କର ଏମାସପରେ ଭଲ ସମୟ ଆସିବ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାଳ ଟାଇମWordnet:benসময় hinसमय kasوَقت urdوقت , ٹائم noun କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା Ex. ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁ/ମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବେଳWordnet:gujસમય urdوقت , مدت , زمانہ , عرصہ noun ଏକ ବିଶେଷ ସମୟରେ କୌଣସି ବ୍ୟକ୍ତିର ଅନୁଭବ Ex. ବିଗତ ସମୟକୁ ଆଧାର କରି ମୁଁ କହିପାରେ ଯେ ଦୁନିଆଁ ସ୍ୱାର୍ଥପର ONTOLOGY:ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାଳWordnet:urdوقت , زمانہ noun ଇତିହାସରେ କମ ବା ଅଧିକ ନିର୍ଦ୍ଦିଷ୍ଟ ସମୟସୀମା Ex. ଆକବରଙ୍କ ସମୟରେ ପ୍ରଜାମାନେ ସୁଖୀ ଥିଲେ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାଳWordnet:urdعہد , زمانہ , وقت noun ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ Ex. ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmসময় benসময় gujસમય kasوَقت , وَق , دۄہ , ؤری sanसमयः urdوقت , گھڑی , زمانہ , مدت noun ଏକ ଅନିଶ୍ଚିତ କାଳ Ex. ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାଳ ବେଳWordnet:benসময় gujસમય urdزمانہ , وقت See : ମହଲତ, ଅବସର, ଦିନ, ଦିନ, ବକତ, ଋତୁ, ବେଳ, ଯୁଗ Related Words ସମୟ ଥୟ କରିବା ଅଶୁଭ ସମୟ ପ୍ରତିକୂଳ ସମୟ ପ୍ରସବ ସମୟ କମ୍ ସମୟ ସମୟ ନିଶ୍ଚିତ କରିବା ସମୟ ପାଳକ ସମୟ ସେଟ୍ କରିବା ସମୟ ଅନୁସାରେ ସମୟ ମାପକ ଜନ୍ମ ସମୟ ସମୟ ସ୍ଥିର କରିବା ସମୟ ନିର୍ଦ୍ଧାରଣ କରିବା କେଉଁ ସମୟ ପର୍ଯ୍ୟନ୍ତ ସମୟ ଅତିକ୍ରାନ୍ତ ସମୟ ଠିକ କରିବା ସମୟ ଅପାଳକ ସମୟ ସୀମା ସମୟ ମାପକ ଘଡ଼ି ଅନୁପଯୁକ୍ତ ସମୟ ଧାନକଟା ସମୟ ବିପଦ ସମୟ ଯୌବନ ସମୟ ସମୟ ପେଶବା ସମୟ ସମୟ ସଚେତନ ବ୍ୟକ୍ତି ଅଳ୍ପ ସମୟ ଅତିରିକ୍ତ ସମୟ ଅଧିକ ସମୟ ଜିଇଁବା ଅନ୍ୟ ସମୟ ଅନେକ ସମୟ ଏହି ସମୟ ଦୀର୍ଘ ସମୟ ନିର୍ଧାରିତ ସମୟ ଫାଲୁତ ସମୟ ବଳକା ସମୟ ବହୁତ ସମୟ ବିରାମ ସମୟ ବିଶ୍ରାମ ସମୟ ଖରାପ ସମୟ ଜନ୍ମ ହେବା ସମୟ ମୋଗଲ ସମୟ ମୌର୍ଯ୍ୟ ସମୟ ସଂପ୍ରାପ୍ତି ସମୟ ସମୟ ନିୟାମକ ସମୟ ବ୍ୟବଧାନରେ ସମୟ ମାପିବା ସମୟ-ସାରଣୀ संकटाची परिस्थिती پیشواے பேஷ்வாயி અવગાહ পেশওয়াই সংকটকাল പെശാവായി अवगाहः وَقت இளமைப்பருவம் આયુષ્ય ধান কাটার সময় ধান দোৱাৰ সময় પેશવાઈ കൊയ്ത്തുകാലം യൌവനം ആയുസ്സ് शेतकापणी अवगाह जीवनकालः जुवानपण माइ हानाय सम सेंग्रा सम ಯೌವನ ਸਮਾਂ સમય സമയം پیشوائی సమయము কালমাপী ঘড়ি ਕਾਲਮਾਪੀ ਘੜੀ ਪੇਸ਼ਵਾਈ કાળમાપક યંત્ર കാലമാപി જુવાની कालमापक कालमापनम् कालमापी घड़ी کرٛنومِٹَر पेशवाई நேரத்தின்படி நேரத்தை கடைபிடிக்கக்கூடிய பொருத்தமில்லாத சூழ்நிலை உணர்வு ఎప్పుడు కాలాతీతమైన చెడుకాలం నిర్ణీత సమయంలో సమయానుసారం సమయాన్నిపాటించే যথাসময়ে সময়ানুবর্তী সময়ানুৱর্তী Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP