Dictionaries | References ର ରୂପ Script: Odia Meaning Related Words ରୂପ ori.wordnet.indo | Oriya Oriya Rate this meaning Thank you! 👍 noun ଯେଉଁ ବିଶେଷ ଅନୁମାନଦ୍ୱାରା କିଛି ପ୍ରଦର୍ଶିତ ବା ଅଭିବ୍ୟକ୍ତ ହୋଇଥାଏ Ex. କାଳୀ ହେଉଛନ୍ତି ଦୁର୍ଗାଙ୍କ ରୌଦ୍ର ରୂପ HYPONYMY:ବିଶ୍ୱରୂପ ONTOLOGY:अवस्था (State) ➜ संज्ञा (Noun)Wordnet:asmৰূপ kasصوٗرَت , بُتھ , شَکٕل , آکار urdروپ , شکل noun ବିଭକ୍ତି, ପ୍ରତ୍ୟୟ ଆଦି ଲାଗିଲେ ଶବ୍ଦ ବା ବର୍ଣ୍ଣରେ ହେଉଥିବା ରୂପାନ୍ତର Ex. ପିଲା ଶବ୍ଦର ରୂପ ପିଲାର, ପିଲାକୁ, ପିଲାଦ୍ୱାରା ଇତ୍ୟାଦି ପଦ ତିଆରି ହୁଏ HYPONYMY:ତୀର୍ଯ୍ୟକ ରୂପ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଶବ୍ଦରୂପWordnet:asmশ্্ব্দৰূপ bdमहर benরূপ gujરૂપ hinरूप kanರೂಪ kasلفظٕچ شکٕل , لفظٕچ حالَت kokशब्दरूप marशब्दरूप panਸ਼ਬਦਰੂਪ tamசொல்வடிவம் telరూపం urdگردان , شکل noun କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି) Ex. କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପ୍ରାରୂପ ପ୍ରତିରୂପ ଆକୃତି ସଂରଚନାWordnet:asmৰূপ benরূপ gujરૂપ panਰੂਪ sanरूपः urdشکل وصورت , ہیئت , ساخت noun କୌଣସି କାର୍ଯ୍ୟ କରିବାର ନିର୍ଦ୍ଦିଷ୍ଟ ଏବଂ ଶୃଙ୍ଖଳାବଦ୍ଧ ପଦ୍ଧତି ବା ପ୍ରଣାଳୀ Ex. ଏହି କୁଳରେ ବିବାହ ସବୁବେଳେ ଏହି ରୂପରେ ହୋଇ ଆସୁଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଭଳି ଢଙ୍ଗWordnet:gujરૂપ kasصوٗرَت malരീതി See : ଆକୃତି, ଛବି, ସଂରଚନା, ସୌନ୍ଦର୍ଯ୍ୟ Related Words ରୂପ ଅପ୍ରତ୍ୟକ୍ଷ ରୂପ ଅଲଗା ରୂପ ପରୋକ୍ଷ ରୂପ ଭିନ୍ନ ରୂପ ତୀର୍ଯ୍ୟକ ରୂପ ରୂପ ଲାବଣ୍ୟ ପରିବର୍ତ୍ତିତ ରୂପ ରୂପ ବଦଳାଇବା ରୂପ ହେବା ଅଦ୍ୱିତୀୟ ରୂପ تبدیل شدہ شکل ରୂପ ପ୍ରଦାନ କରିବା परिवर्तित रूप তির্যক রূপ सामान्यरूप सामान्य रूप तिर्यक् रूप बदलिल्लें रूप बदल्लिलें रूप சொல்வடிவம் തിര്യക്രൂപം পরিবৃত্ত রূপ পরিবর্তিত রূপ শ্্ব্দৰূপ ਪਰਿਵਰਤਤ ਰੂਪ ਪਰਿਵਰਤਿਤ ਰੂਪ ਸ਼ਬਦਰੂਪ તિર્યક્ રૂપ शब्दरूप descriptor word form signifier रूपलावण्य रूप लावण्य रूप लावण्या தோற்ற அழகு రూపలావణ్యం রূপ-লাবণ্য ਖੁਬਸੁਰਤੀ રૂપલાવણ્ય ರೂಪ ಲಾವಣ್ಯ രൂപലാവണ്യം రూపం camouflage contour configuration conformation लावण्यम् રૂપ shaping रूपम् রূপ shape अङ्गम् sculpt रूप ರೂಪ form sculpture formation महर cast pattern ଶବ୍ଦରୂପ ପ୍ରାରୂପ ଭେରିଏଶନ ଅବିଳାସ ଅରୌଦ୍ର ନବଦୁର୍ଗା ପାହାଡ଼ୀ ଭାଷା ଭଦ୍ରକାଳୀ କୁଷ୍ମାଣ୍ଡା ସ୍କନ୍ଦମାତା ରୂପାନ୍ତର ଅର୍ଧନାରୀଶ୍ୱର ସ୍ୱରମାଧୁର୍ଯ୍ୟ ସହରୀକରଣ ସିଦ୍ଧିଦାତ୍ରୀ କାଳଭୈରବ କୁବ୍ଜା କୁବଳୟାପୀଡ଼ କୁରୂପା ସ୍ତ୍ରୀ କେଲାଇଡ଼ୋସ୍କୋପ ଖୋଦେଇକରିବା ଚନ୍ଦ୍ରଘଣ୍ଟା ଚାରାଗଛ ଛଦ୍ମବେଶରେ ଲୁଚାଇବା ଛିନ୍ନମସ୍ତା ଜାଗ୍ରତ ରହିବା ମହାକାୟ ମୋହିତ ରାଗିଣୀ ରୂପାଭିମାନିନୀ ସଗୁଣ ସଗୁଣ ବ୍ରହ୍ମ ସନ୍ଧିବିଚ୍ଛେଦ ଅକ୍ରୂର ଅନ୍ୟରୂପ ଆଷାଢା Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP