Dictionaries | References ମ ମୁହଁ Script: Odia Meaning Related Words Rate this meaning Thank you! 👍 ମୁହଁ ori.wordnet.indo | Oriya Oriya | | noun ଗଳାର ଉପର ଅଙ୍ଗର ମନ୍ୟ ଭାଗ Ex. ରାମର ମୁହଁ ଖୁସିରେ ଝଲକୁଥିଲା / ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି / ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ HYPONYMY:ଥୋଡ଼ି MERO COMPONENT OBJECT:କପାଳ ନାକ ଓଠ ଆଖି ଗାଲ ONTOLOGY:शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ମୁଖ ମଣ୍ଡଳ ଚେହେରା ଆନନ ବଦନWordnet:asmমুখ bdमोखां benমুখ gujચહેરો hinचेहरा kanಮುಖ kasبُتھ , شَکٕل , رۄے kokचेरो malമുഖം marचेहरा mniꯁꯛꯇꯝ nepअनुहार panਚਿਹਰਾ sanमुखम् tamமுகம் telముఖం urdچہرہ , رخ , شکل , منھ , مکھڑا noun ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ Ex. ଏହି ବୋତଲର ମୁହଁ ବହୁତ ସରୁଆ HYPONYMY:ଅମାର ମୁହଁ ଅଗ୍ନି ଉଦ୍ଗିରଣ ONTOLOGY:भाग (Part of) ➜ संज्ञा (Noun) SYNONYM:ମୁଖWordnet:bdखुगा kasگوٚل malവായ noun କୌଣସି ଭବନ ଆଦିର ମୁଖ୍ୟ ପ୍ରବେଶ ଦ୍ୱାର Ex. ଏହି କିଲ୍ଲାର ମୁହଁ ଉତ୍ତର ଆଡକୁ ରହିଛି ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun) SYNONYM:ମୁଖWordnet:asmমুখ bdगाहाइ दर kasبُتھ , رۄخ kokतोंड malപ്രധാന വാതില് mniꯆꯡꯐꯝ sanमुखम् tamவாயில் urdمنہ , مکھ noun କୌଣସି ବସ୍ତୁର ସାମନା ବା ଉପର ଭାଗ ବା ଯେଉଁ ଭାଗରେ ଏହାର ଉପଯୋଗ କରାଯାଏ Ex. ଏହି କମ୍ପ୍ୟୁଟରର ମୁହଁକୁ ମୋ ଆଡକୁ ଘୁରାଇ ଦିଅ ONTOLOGY:भाग (Part of) ➜ संज्ञा (Noun) SYNONYM:ମୁଖWordnet:gujમુખ kasرۄے nepमुख panਮੂੰਹ urdمنہ , رخ , چہرہ noun ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ Ex. ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ / ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ ONTOLOGY:शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ମୁଖWordnet:benমুখ kanಮುಖ kasچونٛٹھ , ٲس sanमुखम् telనోరు urdمنھ noun ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି Ex. ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ପେଟ ମୁଖWordnet:kasٲس , یَڑ panਮੂੰਹ telముఖం urdمنھ , پیٹ , شکم See : ସୁମୁଖ Related Words ମୁହଁ ହେବା ଜ୍ୟୋତିଷ ଅମାର ମୁହଁ ମୁହଁ କରିବା ମୁହଁ ମୁହଁ ବ୍ରଣ ମୁହଁ ମାରିଥିବା ਅਮਾਨਾ अमाना நோக்கு முகப்பரு முகம் ముఖం দিশ থকা ব্রণ দরজা ਚਿਹਰਾ ਮੁਹਾਸਾ ਰੁਖ ਹੋਣਾ ખીલ ચહેરો മുഖം દિશા હોવી अनुहार अभिमुखय दिशेला असणे डण्डिफोर रुख होना मुँहासा मुरूम मोखां ಎದುರಿಗಿರು सालमाय सिगां बाहागो जा सूक्ष्मगण्डः మొటిమ मुमर ಮೊಡವೆ चेहरा acne শালমন മുഖക്കുരു चेरो دانہٕ ಮುಖ front ఉండు मुखम् মুখ mouth face ഇടിക്കുക human face ମୁଖ look ମୁଖ ମଣ୍ଡଳ येवप ଆନନ ବଦନ ମୁଖ ବ୍ରଣ ଜୈନାବଲମ୍ବୀ ପାଇଜାମା ମୋହରୀ ବେବୁନ କଡାବିନ୍ ରକ୍ତକାଶ ସୁତୁଲି ସରୋଜମୁଖୀ ହନୁମାଙ୍କଡ଼ ହାତମୁହଁ ଅଙ୍ଗୁର ଭଳି ଅଧୋମୁଖ ଅବାକପୁଷ୍ପୀ ଅଲଗୋଜା ବଇଁଶୀ ଉଦଣ୍ଡ ଉନ୍ମୁଖ ଏକମୁଖୀ ରୁଦ୍ରାକ୍ଷ ଏକାଙ୍ଗୀ ବାତ ତଉଲିଆ ଥୋମଣି ଦକ୍ଷିଣାବର୍ତ୍ତ ଶଙ୍ଖ ନାଳୀ ବାନ୍ତିକରିବା କୁତର୍କୀ ଗଡୁ ଗ୍ୱେନାନ ଛି ଛି ଛୋଟଫନ୍ନୀ ମାଢ଼ି ମୁଖବନ୍ଦ ରୋଗ ଶିଙ୍ଗ.ଶିଂଘ ସର୍ବତୋମୁଖୀ ଦୋମୁହାଁ ହାତୀଦାନ୍ତ ଅନ୍ତର୍ମୁଖୀ ଉଚ୍ଚାରଣ ସ୍ଥାନ ତହାରତ ଦେଗ ପଞ୍ଚେନ୍ଦ୍ରିୟ ପରୀକ୍ଷାନଳୀ ପାଟସ ବର୍ହିମୁଖୀ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP