Dictionaries | References ମ ମିଶ୍ରଣ Script: Odia Meaning Related Words Rate this meaning Thank you! 👍 ମିଶ୍ରଣ ori.wordnet.indo | Oriya Oriya | | noun ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା Ex. ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବିଲୟନ ବିଲୟକରଣWordnet:asmদ্রৱীভূত gujવિલયન kanಕರಗುವುದು kasحَل malലയിപ്പിക്കല് nepविलय panਮਿਸ਼ਰਣ sanविलयनम् tamகரைதல் telకరిగుట urdمحلول , مدغم noun ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ Ex. ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ ONTOLOGY:घटना (Event) ➜ निर्जीव (Inanimate) ➜ संज्ञा (Noun) SYNONYM:ସମ୍ମିଶ୍ରଣ ମେଳ. ସଙ୍ଗWordnet:bdगलायथि benমিশ্রণ gujમિશ્રણ hinमिश्रण kanಮಿಶ್ರಣ kasمُیٛل kokमिस्रण malമിശ്രിതം marमिश्रण mniꯌꯥꯟꯁꯤꯟꯅꯕ nepमिश्रण panਮਿਸ਼ਰਣ telకలయిక urdملانا , ترکیب دینا , آمیزکرنا noun ଦୁଇ ବା ଦୁଇରୁ ଅଧିକ ପ୍ରକାର ବସ୍ତୁର ମିଳନରୁ ଗଢ଼ା ବସ୍ତୁ Ex. ପଞ୍ଜୀରୀ ଏକ ମିଶ୍ରଣ HYPONYMY:ରୋଷେଇ ଗ୍ୟାସ୍ ଗ୍ୟାସ୍ ଧୂପ ଅଷ୍ଟଗନ୍ଧ ତଷୁ ମିଶା ମାଟି ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ସମିଶ୍ରଣWordnet:benমিশ্রণ kanಮಿಶ್ರಣ kasمِلہِ مِش mniꯄꯣꯠꯌꯥꯟ panਮਿਸ਼ਰਣ sanमिश्रणम् urdمرکب , آمیزہ , محلول , گھول , مخلوط noun କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା Ex. ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସମ୍ମିଶ୍ରଣWordnet:benবিলয় telకలుపుపొవటం urdانضمام , اتصال , شمولیت noun ବ୍ୟବସାୟଦୃଷ୍ଟିରୁ ଶୁଖିଲା ଖାଦ୍ୟର ନିର୍ଣ୍ଣିତ ଭାଗରେ ପ୍ରସ୍ତୁତ ଗୋଟିଏ ମିଶ୍ରଣ Ex. ସେ ମିଶ୍ରଣକୁ ପାଣିରେ ମିଶାଇ ଫୁଟାଉଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:benমিক্স gujમિક્સ hinमिक्स panਮਿਕਸ urdمِکس , مِکسچر noun କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା Ex. ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ମିଶିବା ଘୋଳିବା ଫେଣ୍ଟିବାWordnet:benগোলা hinघुलन kasرَلُن , میٛلُن sanविलयनम् urdگھلن , گھلنا noun ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ Ex. ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଟାଇଅପ୍ ଟାଇ-ଅପ୍ ଏକୀକରଣ ମିଳନ ସାଯୋଗସାଧନWordnet:benএকীভবন gujટાઈઅપ hinटाईअप kasجوڑُن , ٹاے اَپ kokटायअप marटायअप panਟਾਈਅਪ See : ମିଶ୍ର, ସଂଯୋଗ, ଗୋଳାଇବା Related Words ମିଶ୍ରଣ ମିଶ୍ରଣ କରିବା একীভবন ਟਾਈਅਪ ટાઈઅપ टाईअप टायअप മിശ്രിതം కరిగుట দ্রৱীভূত ലയിപ്പിക്കല് विरगळप गलायथि मिस्रण مُیٛل حَل మిశ్రమం વિલયન ਮਿਸ਼ਰਣ मिश्रण মিশ্রণ विरघळणे विलयनम् مِلہِ مِش ಕರಗುವುದು मिश्रणम् મિશ્રણ கரைதல் கலப்பு দ্রবীকরণ विलयन ಮಿಶ್ರಣ गलायनाय amalgamated కలయిక विलय intermingled combination combining compounding mixed mixture கலவை integrated mix ସାଯୋଗସାଧନ ଟାଇଅପ୍ ଟାଇ-ଅପ୍ ବିଲୟକରଣ ମେଳ. ସଙ୍ଗ ସମିଶ୍ରଣ ବିଲୟନ ଅମିଶ୍ରଣୀୟ ଜବାଲୀ ମିଶ୍ରିତ ରଙ୍ଗ ଅପଯୋଗ ସମ୍ମିଶ୍ରଣ ଅବଶିଷ୍ଟାଂଶରେ ପ୍ରସ୍ତୁତ ପ୍ରତିଜ୍ଞା ହାନି କଷ୍ଟାର୍ଡ଼ ଘୋଳିବା ମିକ୍ସର ମିଳନ ମିଶ୍ରଣୀୟ ମିଶ୍ର ଧାତୁ ମିଶ୍ରୀକରଣ ସଂଘଟନ ଏକୀକରଣ ଫେଣ୍ଟିବା ଗ୍ୟାସ୍ ମାଞ୍ଜା ଦ୍ରବଣ ଗରମ ମସଲା ମୃଗନାଭି ଦୂଷ୍ୟୋଦର ରୋଗ ଗ୍ୟାସ ଯୋଗଜ ଗୁଡ଼ାକୁ ସମାନୁପାତ ମସଲା ମିଶିବା હિલાલ્ શુક્લ પક્ષની શરુના ત્રણ-ચાર દિવસનો મુખ્યત ନବୀକରଣଯୋଗ୍ୟ ନୂଆ ବା વાહિની લોકોનો એ સમૂહ જેની પાસે પ્રભાવી કાર્યો કરવાની શક્તિ કે સર્જરી એ શાસ્ત્ર જેમાં શરીરના ન્યાસલેખ તે પાત્ર કે કાગળ જેમાં કોઇ વસ્તુને બખૂબી સારી રીતે:"તેણે પોતાની જવાબદારી ਆੜਤੀ ਅਪੂਰਨ ਨੂੰ ਪੂਰਨ ਕਰਨ ਵਾਲਾ బొప్పాయిచెట్టు. అది ఒక लोरसोर जायै जाय फेंजानाय नङा एबा जाय गंग्लायथाव नङा:"सिकन्दरनि खाथियाव पोरसा गोरा जायो आनाव सोरनिबा बिजिरनायाव बिनि बिमानि फिसाजो एबा मादै भाजप भाजपाची मजुरी:"पसरकार रोटयांची भाजणी म्हूण धा रुपया मागता नागरिकता कुनै स्थान ३।। कोटी ঁ ۔۔۔۔۔۔۔۔ ۔گوڑ سنکرمن ॐ 0 ० Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP