Dictionaries | References ମ ମାରିବା Script: Odia Meaning Related Words Rate this meaning Thank you! 👍 ମାରିବା ori.wordnet.indo | Oriya Oriya | | verb ଜୀବନ ଶେଷ କରିଦେବା Ex. ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ CAUSATIVE:ହତ୍ୟାକରାଇବା HYPERNYMY:ଶେଷ କରିବା ONTOLOGY:विनाशसूचक (Destruction) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ହତ୍ୟାକରିବା ଜୀବନନେବା ଶେଷକରିବାWordnet:asmমৰা bdबुथार benমেরে দেওয়া gujમારવું hinमारना kanಕೊಲ್ಲು kasمارُن kokमारप malകൊല്ലുക marमारणे mniꯍꯥꯠꯄ nepमार्नु panਮਾਰਨਾ tamகொலைசெய் telచంపు urdہلاک کرنا , قتل کرنا , جان لینا , موت کےگھاٹ اتارنا , گردن زنی کرنا , گردن مارنا , جان تلف کرنا verb ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ) Ex. ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା HYPERNYMY:ଜିତିବା ONTOLOGY:प्रतिस्पर्धासूचक (Competition) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ବଧକରିବା ନିଷ୍କ୍ରିୟ କରିବାWordnet:gujમારવું kokमारप tamபடு noun ମାରିବାର କ୍ରିୟା ବା ଭାବ Ex. ମୂଷା ମାରିବା ବିଲେଇ ପକ୍ଷେ ଏତେ ସହଜ ନୁହେଁ HYPONYMY:ମାଡ଼ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବଧ ନିଧନ ନାଶ ବିନାଶ ମାରଣWordnet:asmমৰা bdबुथारनाय benমারা gujમારવું kanಹೊಡೆ kasلایُن , چوب , پٲزارٕ , ٹھٲپۍ kokमार mniꯍꯥꯠꯄꯇꯨꯞꯄꯒꯤ꯭ꯊꯕꯛ nepमारण panਮਾਰਨ sanहत्या tamஅடித்தல் telకొట్టడం urdمارنا , پیٹنا verb ପ୍ରହାର କରିବା Ex. ବଲ୍ଟିକୁ ଗୋଡ଼ରେ ମାର HYPERNYMY:କାମ କରିବାWordnet:asmমাৰি দিয়া kas , لایُن , ژٔنٛڈ kokमारप malഅണക്കുക sanतड् telతన్ను urdمارنا noun ଲଟକାଇବା କ୍ରିୟା Ex. ସବୁ ପୋଷ୍ଟର ଅଠା ଲଗାଇ ମାରିବା ଘଣ୍ଟାକ ଭିତରେ ସରିଯିବ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଲଗାWordnet:gujચોંટાડવું hinचिपकाई kasچپکاوُن kokचिकटोवप malഒട്ടിക്കല് sanआसञ्जनम् urdچپکائی , سٹائی See : ପିଟିବା, ଖେଞ୍ଚିବା, ଲଗାଇବା, ଲଗାଇବା, ଚଳାଇବା, କାଟିବା, କୁଟିବା, ଅଠା ଲଗାଇ ମାରିବା Related Words ଡଙ୍କ ମାରିବା ଲାତ ମାରିବା ଅଠା ଲଗାଇ ମାରିବା ହାକୁଟି ମାରିବା ମାଛ ମାରିବା ର୍ୟାକେଟରେ ମାରିବା ମାରିବା ଗୋଇଠା ମାରିବା ସାଲ୍ୟୁଟ୍ ମାରିବା ହୁଙ୍କାର ମାରିବା ଉଙ୍କି ମାରିବା ଝିମା ମାରିବା ଟାଇଁଟାଇଁ ଖରା ମାରିବା ଠ ମାରିବା ଡିଆଁ ମାରିବା ଧକ୍କା ମାରିବା ଧକା ମାରିବା ନାହୁଡ଼ ମାରିବା ଫୁଟାଣି ମାରିବା ବୁଡ଼ ମାରିବା କଛା ମାରିବା କୁଦା ମାରିବା ଖଙ୍କାର ମାରିବା ଗୋଇଠି ମାରିବା ଘଡ଼ଘଡ଼ି ମାରିବା ଘୁଙ୍ଗୁଡ଼ି ମାରିବା ଚକକର ମାରିବା ଚକ୍କର ମାରିବା ଚୋଟ ମାରିବା ଛକି ମାରିବା ମିଟିକା ମାରିବା ଲମ୍ଫ ମାରିବା ଲୁ ମାରିବା படு আটকানোর মজুরি (গলা)খাঁকারি দেওয়া आसञ्जनमूल्यम् چپکاونٕچ موٚزوٗرۍ மீன்பிடித்தல் ఉమ్మివేయు కాటువేయు খুটা ਖਰਖਰਾਉਣਾ ਡੰਗਣਾ കൊത്തുക മുക്കുക മൂളുക وٲےوٲے کَرُن घांस मारप डस्नु नुस्तेमारी گاڑِمارُن મચ્છીમારી கண்சிமிட்டு கூசு ٹِٹٕہارے کَرٕنۍ மூழ்குதல் మిటకరించు మిటమిటలాడు ঝটকানো পিটপিট করা পিৰিকোৱা খট্ খট্ করা ਚਿਲਕਣਾ ખોંખારવું മുങ്ങല് വെയിലടിക്കുക ഒട്ടിക്കല് ઝટકવું ડૂબકી कण्हप सान्दुं खाम झिम्काउनु थब्लनाय चिकटोवप चिपकाई चिलचिलाना डुबुल्की बिटबिटावप मिचकाना रखरखप گۄتہٕ مارنا چیخنا دِنُن ಕುಲುಕು ಮಿಟುಕಿಸು ಮುಳುಗುವ ٹۄپھ دِنۍ ডুব ಕಚ್ಚೆ ಹಾಕಿಕೊಳ್ಳು அடித்தல் உரக்கவொலி হাঁকা উঁকি মারা কাছা দেওয়া মেঘ ডাকা ਗੜਗੜਾਉਣਾ ਮਾਰਨ കുത്തിത്തിരുകിവയ്ക്കുക yes Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP