ଲୁଗାକୁ କଡ଼ା କରିବାପାଇଁ ବ୍ୟବହାର କରାଯାଉଥିବା ପେଜ ବା ମଇଦାର ତରଳ ଅଠାଳିଆ ପଦାର୍ଥ
Ex. ସୂତା ଲୁଗାରେ ମଣ୍ଡ ଦିଆଯାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benমাড়
hinमाँड़
kanಅಕ್ಕಿಯ ಗಂಜಿ
malകഞ്ഞി മുക്കൽ
marखळ
tamவடிகஞ்சி
telఅన్నం గంజి
urdکلف , مانڈ , مانڈی
କିଛି ବିଶେଷ ପ୍ରକାରର ଘାସ, ତୃଣ, ପତ୍ରସବୁ, ବାଉଁଶ ଆଦିରୁ ପ୍ରସ୍ତୁତ କରାଯାଉଥିବା ଗୋଲା ଯେଉଁଥିରୁ କାଗଜ ତିଆରି ହୁଏ
Ex. ତାଙ୍କର ମଣ୍ଡ ତିଆରିକରୁଥିବା କାରଖାନା ବନ୍ଦ ହୋଇଗଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)