Dictionaries | References ଭ ଭାଗ Script: Odia Meaning Related Words Rate this meaning Thank you! 👍 ଭାଗ ori.wordnet.indo | Oriya Oriya | | noun କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ Ex. ସେ ମୋ ଭାଗ ମଧ୍ୟ ଖାଇଗଲା / ସେଥିରେ ମୋର ମଧ୍ୟ ଭାଗ ଅଛି HYPONYMY:ଲାଭାଂଶ କୋଟା ONTOLOGY:भाग (Part of) ➜ संज्ञा (Noun) SYNONYM:ଅଂଶWordnet:bdबाहागो benভাগ hinहिस्सा malഭാഗം nepभाग panਹਿੱਸਾ telభాగము urdحصہ , شراکت , ساجھیداری , جزو , شیئر noun ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ Ex. ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି HYPONYMY:ମୂଲଫସଲ ONTOLOGY:भाग (Part of) ➜ संज्ञा (Noun) SYNONYM:ଅଂଶ ବାଣ୍ଟWordnet:bdबाहागो benঅংশ gujભાગ hinहिस्सा kanಪಾಲು malഭാഗം marवाटा sanभागः telభాగము urdحصہ , , ٹکڑا , بانٹ , تقسیم , بخرہ noun କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା Ex. ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmভাগ bdबाहागो hinभाग लेना kanಭಾಗವಿಹಿಸುವುದು malപങ്കെടുക്കല് marभाग tamபங்குபெறுதல் telపాల్గొనటం urdحصہ , شرکت noun ଅନ୍ୟକୁ ଜମି ଦେବାର ସେହି ରୀତି ଯେଉଁଥିରେ ଚାଷୀ ଜମି ମାଲିକକୁ ଉତ୍ପାଦନର ନିର୍ଦ୍ଧାରିତ ଅଂଶ ଦେଇଥାଏ Ex. ମାଇକୁ ତାର ସବୁ ବିଲ ଭାଗକୁ ଦେଇଦେଇଛି ONTOLOGY:प्रक्रिया (Process) ➜ संज्ञा (Noun)Wordnet:benভাগচাষ gujભાગેતું kasزمین لاگُن malപാട്ട സബ്രദായം telకౌలు noun ସମଷ୍ଟି ବା ସମୂହର କିଛି ଅଂଶ Ex. ଏହାର ମଧ୍ୟ ଭାଗ ଟିକେ ମୋଟା HYPONYMY:ଖଣ୍ଡିତାଂଶ ବସ୍ତୁ-ଉପାଦାନ ସମୁଦ୍ର ଜଳ ପାହାନ୍ତା ବଂଶ ନିଷ୍କାଶ ସଦସ୍ୟ ଅୟନାଂଶ ଉତ୍ତରାର୍ଦ୍ଧ କାନ୍ଧ ପୂର୍ବାର୍ଦ୍ଧ ଶେଷରାତି ONTOLOGY:भाग (Part of) ➜ संज्ञा (Noun) SYNONYM:ଅଂଶWordnet:hinभाग kanಭಾಗ kasحِصہٕ mniꯁꯔꯨꯛ nepभाग sanअंशः urdحصہ See : ହରଣ, ଖଣ୍ଡିତାଂଶ, ସଂଖ୍ୟା, ଖଣ୍ଡ, ବିଭାଜନ, ଭାଗଚାଷ, ଅଂଶ, କ୍ଷେତ୍ର, ଖଣ୍ଡ Related Words ଅନ୍ତଃ ଶାରୀରିକ ଭାଗ ଭିତର ଶାରୀରିକ ଭାଗ ହାତ ଭାଗ ଲମ୍ବା ଭାଗ ଆନ୍ତରୀକ ଶାରୀରିକ ଭାଗ ପରିଧାନର ହାତ ଭାଗ ଭାଗ ଜମିଦାରି ଭାଗ ନେବା ଭାଗ ହାତର ପଛ ଭାଗ ଅଧିକ ଭାଗ ଅନ୍ତିମ ଭାଗ ଇଞ୍ଜିନ ଭାଗ ତଳ ଭାଗ ନିମ୍ନ ଭାଗ ଫିଲ୍ମର ଭାଗ ବରାବର ଭାଗ ବସ୍ତୁ-ଭାଗ ଭାଗ କରିବା ଭାଗ କାର୍ଯ୍ୟ ଭିତରି ଭାଗ କୋଷିକା ଭାଗ ଶାରୀରିକ ଭାଗ ସମ ଭାଗ വേറിട്ട് കിടക്കുന്ന ഭൂസ്വത്ത് அதியாரி তালুক ادھیاری লম্বা টুকরো ਲੰਬਾ ਭਾਗ लंबा भाग लांब कुडको लांब तुकडा લાંબો ભાગ ਅਧਿਆਰੀ અધિયારી अधियारी হাতের অংশ ਹੱਥ ਦਾ ਭਾਗ હાથનો ભાગ കൈയുടെ ഭാഗം اَتُھک حِصہٕ आखाइनि बाहागो ಪಾಲು हिस्सा हस्त भाग অংশ پَلوُک حِصہٕ பங்கெடுத்துக்கொள் உடுத்தும் பகுதி భాగమివ్వడం భాగము గుడ్డముక్క చేతిభాగం হস্তাংশ ভাগ লোৱা পোচাক অংশ পরিধান ভাগ ਭਾਗ ਲੈਣਾ ਲਿਬਾਸ ਭਾਗ પરિધાન ભાગ പങ്കെടുക്കുക ಹಸ್ತಭಾಗ सहभागी होणे वस्त्र भाग वांटो घेवप partnership गाननायनि बाहागो बाहागो ला भागम् आवह् न्हेसपाचो भाग परिधानीयभागः ಉಡಿಗೆ ತೊಡಿಗೆಯ ಭಾಗ हस्तभागः हस्तांग हातभाग অংশগ্রহণ করা ભાગ-લેવો ಭಾಗಿಯಾಗು परिधान भाग bottom ಆಂತರಿಕ ಶಾರೀರಿಕ ಭಾಗ உடலின் உள் பகுதி శరీరఅంతర్భాగం આંતરિક શારીરિક ભાગ ਅੰਦਰੂਨੀ ਸਰੀਰਕ ਭਾਗ আভ্যন্তৰীণ শাৰীৰিক অংশ শরীরের অভ্যন্তর ভাগ ശരീരാന്തർഭാഗം आन्तरिक शारीरिक भाग इसिं देहायारि बाहागो वाटा वांटो शरीराचे आतील अवयव sectionalisation sectionalization segmentation slice final stage participate Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP