Dictionaries | References ପ ପରୀକ୍ଷା Script: Odia Meaning Related Words Rate this meaning Thank you! 👍 ପରୀକ୍ଷା ori.wordnet.indo | Oriya Oriya | | noun ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ Ex. ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେ/ସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା HYPONYMY:ଅଗ୍ନି ପରୀକ୍ଷା ବିବେଚନା କଠିନ ପରୀକ୍ଷା ସତ୍ୟପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରଖ ଯାଞ୍ଚWordnet:asmপৰীক্ষা bdआनजाद benপরীক্ষা gujપરખ hinपरीक्षा kanಪರೀಕ್ಷೆ kasآزمٲیِش , اِمتِحان kokपरिक्षा malപരിശോധന marपरीक्षा mniꯆꯥꯡꯌꯦꯡ nepपरीक्षा panਪ੍ਰੀਖਿਆ tamசோதனை telపరీక్ష urdامتحان , آزمائش , جانچ , پرکھ , کسوٹی noun କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ Ex. ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବାପାଇଁ ବହୁତ ପରିଶ୍ରମ କରୁଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmপৰীক্ষা bdआनजाद gujપરીક્ષા hinपरीक्षा kanಪರೀಕ್ಷೆ kasامتحان malപരീക്ഷ mniꯆꯥꯡꯌꯦꯡ tamதேர்வு telపరీక్ష urdامتحان , آزمائش noun କୌଣସି ବସ୍ତୁର ଗୁଣ,ଦୋଷଆଦି ଅନୁଭବ କରିବା ନିମନ୍ତେ ହେଉଥିବା ପ୍ରୟୋଗ Ex. ଦଉଡ଼ି ଟଣା ବଳକଷା ପରୀକ୍ଷାର ଖେଳ HYPONYMY:ପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdसुनायनाय gujઅખતરો hinआजमाइश kasآزمٲیِش malപരീക്ഷണം mnivꯆꯥꯡ꯭ꯌꯦꯡꯕ꯭ꯆꯥꯡ꯭ꯌꯦꯡꯅꯕ nepशक्ति परीक्षा panਅਜਮਾਇਸ਼ sanपरीक्षा telపరీక్ష urdآزمائش , امتحان noun ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ Ex. ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ HYPONYMY:ପରୀକ୍ଷଣ ଶବବ୍ୟବଛେଦ ରସସାମ୍ୟ ପରୀକ୍ଷା ମାନସିକ ପରୀକ୍ଷା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଯାଞ୍ଚWordnet:asmপৰীক্ষণ bdआन्जाद नायनाय benযাচাই gujપરિક્ષણ hinपरीक्षण kanಪರೀಕ್ಷಿಸುವುದು kasپَرکُھن kokनियाळ marतपासणी nepपरीक्षण panਨਰੀਖਣ tamபரிசோதிக்க telపరిశీలన urdجائزہ , معائنہ , امتحان noun ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା Ex. ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଡାକ୍ତରୀ ପରୀକ୍ଷା ଯାଞ୍ଚWordnet:kasجانٛچ mniꯊꯤꯖꯤꯟ ꯍꯨꯝꯖꯤꯟꯕꯒꯤ꯭ꯊꯕꯛ sanपरीक्षणम् tamமருத்துவப் பரிசோதனை telపరిక్ష urdجانچ noun କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା Ex. ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପରୀକ୍ଷଣ ଯାଞ୍ଚWordnet:hinजाँच kanಪರೀಕ್ಷೆ kasٹٮ۪سٹہٕ panਜਾਂਚ sanपरीक्षा telపరీక్ష See : ମାନସିକ ପରୀକ୍ଷା Related Words ଡାକ୍ତରୀ ପରୀକ୍ଷା ପରୀକ୍ଷା ନେବା ପରୀକ୍ଷା ପରିଣାମ କଡ଼ା ପରୀକ୍ଷା ଅଗ୍ନି ପରୀକ୍ଷା ପରୀକ୍ଷା କରାଇବା କଠିନ ପରୀକ୍ଷା ପରୀକ୍ଷା ପରୀକ୍ଷା ଫଳ ପରୀକ୍ଷା କରିବା ପବନ ପରୀକ୍ଷା ମାନସିକ ପରୀକ୍ଷା ପରୀକ୍ଷା କରି மருத்துவப் பரிசோதனை پَوَن پرِکشا పరిక్ష পবন পরীক্ষা ਪ੍ਰੀਖਣ પવનપરીક્ષા पवन परीक्षा पवनपरीक्षा health check medical checkup medical exam medical examination checkup جانچ जाँच اگنی پریکشا ಅಗ್ನಿ ಪರೀಕ್ಷೆ अरनि आन्जाद तपासणी करून घेणे পরীক্ষা اِمتِحانُک نٔتیٖجہِ امتحان لینا اِمتِحان ہیوٚن پرکھاوُن தேர்வுநடத்து தேர்வுமுடிவு அக்னிபரிட்சை అగ్నిపరీక్ష పరిక్షింపజేయు పరీక్షపెట్టు పరీక్షా ఫలితములు ਅਗਨੀਪ੍ਰੀਖਿਆ পরীক্ষা নেওয়া পরীক্ষার ফল পৰীক্ষাৰ ফলাফল পৰীক্ষা লোৱা ਜਾਂਚ ਜਾਂਚ ਕਰਾਉਣਾ ਪਰਖਵਾਉਣਾ ਪ੍ਰਿਖਿਆ ਲੈਣਾ અગ્નિપરીક્ષા પરખવું પરખાવવું પરીક્ષણ કરાવું પરીક્ષા લેવી പരിശോധന നടത്തിക്കുക പരീക്ഷാഫലം പരീക്ഷിക്കുക आनजाद नायहो आनजादनि फिथाइ आन्जाद नायजा आन्जाद ला अग्नीपरिक्षा जाँच गराउनु चांचणी तपासणी करप पारखप पारखून घेणे पारखून घेवप परखवाना परिक्षा घेवप परीक्षण कराना परीक्षा घेणे परीक्षाफलम् परीक्षा लिनु परीक्षा लेना testing نتیجہ امتحان جانٛچ ಪರೀಕ್ಷಾ ಫಲಿತಾಂಶ অগ্নিপরীক্ষা অগ্নিপৰীক্ষা পৰীক্ষা അഗ്നിപരീക്ഷ आनजाद नाय quiz पारखणे परखना परीक्षा फल medical अग्निपरीक्षा परीक्ष् சோதனை அக்னி பரிட்சை కఠినపరీక్ష કઠિન પરીક્ષા কঠিন পরীক্ষা Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP