Dictionaries | References

ପରୀକ୍ଷା କରିବା

   
Script: Odia

ପରୀକ୍ଷା କରିବା

ori.wordnet.indo | Oriya  Oriya |   | 
 verb  କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା   Ex. ଏହି ଛୋଟ କାମ୍‌ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
HYPERNYMY:
ପରୀକ୍ଷା କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ପରୀକ୍ଷଣ କରିବା ପରଖିବା ଦେଖିବା ଅବଲୋକନ କରିବା
Wordnet:
asmপৰীক্ষা কৰা
bdआनजाद नाय
benপরীক্ষা করা
gujપારખવું
hinपरखना
kanಪರೀಕ್ಷಿಸು
kasآزماوُن , پَرکھاوُن , آزمٲیِش کَرٕنۍ , جانٛچُن
malപ്രിശോധിക്കുക
marपारखणे
mniꯆꯥꯡꯌꯦꯡ꯭ꯇꯧꯕ
nepपरीक्षण गर्नु
panਪਰਖਣਾ
sanपरीक्ष्
tamசோதனைசெய்
telపరీక్షించు
urdپرکھنا , جانچنا , جائزہ لینا , اندازہ کرنا , کسوٹی پر کسنا , آزمائش کرنا
 verb  ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା   Ex. ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ପରୀକ୍ଷଣ କରିବା ଜାଞ୍ଚ କରିବା
Wordnet:
asmপৰীক্ষা কৰা
bdआनजाद नाय
hinपरखना
kanಪರೀಕ್ಷೆ ಮಾಡು
kasپرکھاوُن
kokपारखप
malപരിശോധിക്കുക
mniꯌꯦꯡꯕ
panਜਾਂਚਣਾ
sanपरीक्ष्
tamசோதனையிடு
telపరీక్షించు
urdپرکھنا , جانچنا , جانچ کرنا , آزمانا
 verb  ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା   Ex. ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଯାଞ୍ଚ କରିବା
Wordnet:
bdनाय
kasسِکریٖن ٹیسٹ , مُعانہٕ کَرُن
malപരിശോധിക്കുക
nepजाच्नु
sanचिकित्स
urdجانچنا , جانچ کرنا
 verb  କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା   Ex. ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଯାଞ୍ଚ କରିବା
Wordnet:
bdआन्जाद नाय
kasٹٮ۪سٹہٕ کَرُن
marतपासणे
nepजाँच्नु
sanपरीक्ष्

Related Words

ପରୀକ୍ଷା କରିବା   ପରୀକ୍ଷା କରାଇବା   ପରୀକ୍ଷା   ଡାକ୍ତରୀ ପରୀକ୍ଷା   ପରୀକ୍ଷା ନେବା   ପରୀକ୍ଷା ପରିଣାମ   କଡ଼ା ପରୀକ୍ଷା   ଅଗ୍ନି ପରୀକ୍ଷା   କଠିନ ପରୀକ୍ଷା   ପରୀକ୍ଷା ଫଳ   ପବନ ପରୀକ୍ଷା   ମାନସିକ ପରୀକ୍ଷା   ପରୀକ୍ଷଣ କରିବା   ଜାଞ୍ଚ କରିବା   ଅବଲୋକନ କରିବା   ଅତି ପରିଶ୍ରମ କରିବା   ସ୍ୱୀକାର କରିବା   ଯାଞ୍ଚ କରିବା   ପରୀକ୍ଷା କରି   କାର୍ଯ୍ୟ କରିବା   ସୃଷ୍ଟି କରିବା   ଅସୁଲ କରିବା   ଉତ୍ପତି କରିବା   ଜନ୍ମ କରିବା   ଜାତ କରିବା   ଆଚରଣ କରିବା   ଉତ୍ପନ୍ନ କରିବା   ଉଦ୍ୟମ କରିବା   ଠିକ୍‌ କରିବା   ଧଡ଼ଧଡ଼ କରିବା   ପୂରା କରିବା   ଗୁଣ ନିରୂପଣ କରିବା   ମୂଲ୍ୟନିର୍ଦ୍ଧାରଣ କରିବା   ମୂଲ୍ୟାଙ୍କିତ କରିବା   ମୂଲ୍ୟାୟନ କରିବା   ସର୍ଜନା କରିବା   ଆରାଧନା କରିବା   ନିର୍ମାଣ କରିବା   ବନ୍ଦୋବସ୍ତ କରିବା   ଘୋ-ଘା କରିବା   ସମୟ ଥୟ କରିବା   ସ୍ୱଚ୍ଛ କରିବା   ସ୍ୱତନ୍ତ୍ର କରିବା   ସ୍ୱାଦଯୁକ୍ତ କରିବା   ସ୍ୱାଦିଷ୍ଟ କରିବା   ସ୍ୱାଧୀନ କରିବା   ସ୍ୱାସ୍ଥ୍ୟବାନ୍ କରିବା   ସ୍ୱାସ୍ଥ୍ୟଯୁକ୍ତ କରିବା   ସହଯୋଗ କରିବା   ସାଧନ କରିବା   ସୀମା ଥୟ କରିବା   ସୀମା ନିଶ୍ଚିତ କରିବା   ସୁଖଦାୟକ କରିବା   ସୁଖପ୍ରଦ କରିବା   ସୁସ୍ଥସବଳ କରିବା   ସୃଜନ କରିବା   ହରଣ କରିବା   ହସ୍ତକ୍ଷେପ କରିବା   ହସ୍ତମୁଖାଦି ପ୍ରକ୍ଷାଳନ କରିବା   ହାସଲ କରିବା   ହୀନ ଅନୁଭବ କରିବା   ହୀନମନ୍ୟତା ଅନୁଭବ କରିବା   ହେୟ ଅନୁଭବ କରିବା   ହୋମ କରିବା   ଅଏଲିଙ୍ଗ୍ କରିବା   ଅକ୍ତିଆର କରିବା   ଅଙ୍କନ କରିବା   ଅଟକଳ କରିବା   ଅଧିକ ଉତ୍କୃଷ୍ଟ କରିବା   ଅଧିକ ଉତ୍ତମ କରିବା   ଅଧିଷ୍ଠିତ କରିବା   ଅନ୍ତର କରିବା   ଅନ୍ଦାଜ କରିବା   ଅନ୍ବେଷଣ କରିବା   ଅନୁଧାବନ କରିବା   ଅନୁନୟ କରିବା   ଅନୁରୋଧ କରିବା   ଅପରାଧ କବୁଲ କରିବା   ଅପରାଧ କରିବା   ଅପରିଷ୍କାର କରିବା   ଅପିଲ୍‌ କରିବା   ଅବନତ କରିବା   ଅବଶୋଷ କରିବା   ଅବଶୋଷିତ କରିବା   ଅବୈଧ କାରବାର କରିବା   ଅବୈଧାନିକ କାରବାର କରିବା   ଅଭିବାଦନ କରିବା   ଅଭିମାନ କରିବା   ଅର୍ଚ୍ଚନା କରିବା   ଅଳଙ୍କୃତ କରିବା   ଅସ୍ତବ୍ୟସ୍ତ କରିବା   ଆକୃଷ୍ଟ କରିବା   ଆତଙ୍କିତ କରିବା   ଆନନ୍ଦପ୍ରଦ କରିବା   ଆନନ୍ଦିତ କରିବା   ଆୟତ୍ତ କରିବା   ଆରକ୍ଷଣ କରିବା   ଆହ୍ଲାଦିତ କରିବା   ଆହାର କରିବା   ଇଚ୍ଛାପତ୍ର କରିବା   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP