Dictionaries | References ପ ପତ୍ର Script: Odia Meaning Related Words Rate this meaning Thank you! 👍 ପତ୍ର ori.wordnet.indo | Oriya Oriya | | noun ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ Ex. ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି HOLO COMPONENT OBJECT:ଗଛ ଦନା ଖଲିପତ୍ର ଅଷ୍ଟପତ୍ରି ଦନା HOLO MEMBER COLLECTION:ଝଡ଼ାପତ୍ର ପଞ୍ଚପଲ୍ଲବ HOLO PORTION MASS:ପତ୍ରକୁଡ଼ିଆ HYPONYMY:କଅଁଳିଆ ପତ୍ର କଅଁଳ ପତ୍ର ତେଜପତ୍ର ବେଲପତ୍ର ପାନ ତୁଳସୀ ପତ୍ର ଭୁରୁସୁଙ୍ଗ ଝରାପତ୍ର ପାତିଆ ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ପର୍ଣ୍ଣ ଦଳ ପତରWordnet:asmপাত benপাতা gujપાન hinपत्ता kanಎಲೆ kasپَنہٕ ؤتھٕر , پَنہٕ تُلۍ kokपानां malഇല marपान mniꯎꯅꯥ nepपात panਪੱਤਾ telఆకు urdپتا , برگ , پات , پتر noun କାଗଜ ଭଳି ପତଳା ଧାତୁର ଫଳକ Ex. ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ MERO STUFF OBJECT:ଧାତୁ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ପାତ ଫଳକWordnet:bdधातु बिलाइ. धातु बिलाय gujપત્ર hinपत्र kanಪತ್ರ kasپٔتٕر kokपत्रो tamதகடு urdچادر , ورق , پارچہ noun ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ Ex. ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି HYPONYMY:ଆବେଦନ ପତ୍ର ସମାଚାର ପତ୍ର ଚିଠି ବନ୍ଧକପତ୍ର ପ୍ରମାଣପତ୍ର ଦାନପତ୍ର ମୁକ୍ତିଆରନାମା ଚୁକ୍ତିପତ୍ର ଲାଇସେନ୍ସ୍ ଚାର୍ଜସିଟ ଘୋଷଣାପତ୍ର ପାଉତି ଶପଥପତ୍ର ବିଲ ମତପତ୍ର ଇଚ୍ଛା ପତ୍ର ବିନିମୟ ପତ୍ର ଦସ୍ତାବିଜ୍ କୁପନ ଅନୁବୋଧକ ଅଭିନନ୍ଦନ ପତ୍ର ପାସ୍ ମାର୍କସିଟ୍ ବାର୍ତ୍ତାୟନ ବକାଲତନାମା ଶ୍ୱେତପତ୍ର ଇତିବୃତ୍ତକ ଏତଲାନାମା ପରିଚୟ-ପତ୍ର ସୂଚନା ପୁସ୍ତିକା ସହମତି ପତ୍ର ଗବେଷଣାପତ୍ରକୁ ପେଟେଣ୍ଟ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:କାର୍ଡ଼୍Wordnet:asmপত্র bdलाइजाम benপত্র hinपत्र kanಪತ್ರ kasرِسالہٕ kokपत्र mniꯑꯏꯕ꯭ꯆꯦꯔꯣꯜ panਪੱਤਰ telపత్రము urdچٹھی , خط , مراسلہ See : ଚିଠି, ଖଲିପତ୍ର Related Words ଅନ୍ତର୍ଦେଶୀ ପତ୍ର ଦୈନିକ ସମାଚାର ପତ୍ର ପ୍ରଶସ୍ତି ପତ୍ର ପ୍ରାପ୍ତି ସ୍ବିକାରୋକ୍ତି ପତ୍ର ପ୍ରାର୍ଥନା ପତ୍ର କୋମଳ ପତ୍ର କଅଁଳିଆ ପତ୍ର ପ୍ରାପ୍ତି ପତ୍ର କଅଁଳ ପତ୍ର ଅନ୍ତରାଷ୍ଟ୍ରୀୟ ପତ୍ର ଅଭିନନ୍ଦନ ପତ୍ର ଋଣମୁକ୍ତି-ପତ୍ର ତୁଳସୀ ପତ୍ର ପରିଚୟ-ପତ୍ର ସଂଲଗ୍ନ ପତ୍ର ଅନ୍ତର୍ଦେଶୀୟ ପତ୍ର ନିମନ୍ତ୍ରଣ ପତ୍ର ଚା’ ପତ୍ର ଅନୁରୋଧ ପତ୍ର ଦୈନିକ ପତ୍ର ପତ୍ର ବନ୍ଧୁ ରାଜାଜ୍ଞା-ପତ୍ର ସମାଚାର ପତ୍ର ମୃତ୍ୟୁ-ପ୍ରମାଣ ପତ୍ର ଆବେଦନ ପତ୍ର ଅଶ୍ଳୀଳ ପତ୍ର ପ୍ରଶଂସା ପତ୍ର ପ୍ରାପ୍ତି ସ୍ବୀକୃତି ପତ୍ର ବିନିମୟ ପତ୍ର ପତ୍ର ସ୍ୱୀକାର ପତ୍ର ସ୍ୱୀକୃତ ପତ୍ର ସ୍ୱୀକୃତି ପତ୍ର ସହମତି ପତ୍ର ସୂଚନା ପତ୍ର ଅନୁଜ୍ଞା ପତ୍ର ଇଚ୍ଛା ପତ୍ର ତ୍ବରିତ ପତ୍ର ତ୍ୟାଗ ପତ୍ର ଧୂଆଁ ପତ୍ର ପତ୍ର ଠୋଲା ପତ୍ର ପ୍ରେରଣ କରିବା ପତ୍ର ବ୍ୟବହାର ପତ୍ର ବାହକ ପ୍ରବେଶ ପତ୍ର ପ୍ରାପ୍ତିସ୍ୱୀକାର ପତ୍ର ପରିଚର୍ଚା ପତ୍ର ପାନ ପତ୍ର ପାରଗମନ ପତ୍ର ପାର ପତ୍ର ମତଦାନ ପତ୍ର କାଗଜ ପତ୍ର ଶୋଧ ପତ୍ର প্রাপ্তিপত্র પાવતી पोचपावती प्राप्तिपत्रम् রাজাজ্ঞা രാജാജ്ഞ खलिता धातु बिलाइ. धातु बिलाय فرمان نامہٕ રાજપત્ર ರಾಜಪತ್ರ পত্র പത്രം ಚಿಕ್ಕ ಎಲೆ پٔتٕر پتی پَنہٕ ؤتھٕر پَنہٕ تُلۍ தகடு పత్రము ઓળખપત્ર পরিচয় পত্র ঋণমুক্তি-পত্র ਪੱਤੀ ફારગતી પત્ર ചെറു ഇല ഋണ മുക്തി പത്രം आत्मतापत्रम् ऋणमुक्तिपत्रम् ओळखपत्र वळख पत्र रीणमुक्तीपत्र फारकत फारिग-खती पत्ती परिचय पत्र पर्णिका पल्लवम् شناختی کارڈ ಋಣಮುಕ್ತಿ ಪತ್ರ ಯೋಗ್ಯತಾ ಪತ್ರ இலை ఆకు সংলগ্ন পত্র ਪੱਤਰ संलग्न-पत्र राजपत्र تعریٖفہِ ہٕنٛز چِٹھ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP