ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ
Ex. ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ
HYPONYMY:
ବାସୁକି ନାଗ ଶେଷନାଗ କାଳିୟ ନାଗ ତକ୍ଷକ ଧୃତରାଷ୍ଟ୍ର ନାଗ ସଂବୃତ୍ତ ପିଠରକ ମାତଙ୍ଗ ମହାବିକ୍ରମ ବାହ୍ବାକର୍ଣ ବଳାହକ ପୌତକ ଶକ୍ରବାପୀ ପ୍ରାତର ନୀଳ ପ୍ରଭାରକ ପୁଷ୍ପଦ୍ରଂଷ୍ଟ ଦୁର୍ମୁଖ କୁମୁଦ ମଣିଭଦ୍ରକ କର୍କୋଟକ ମଣିସ୍କନ୍ଦ ଐରାବତ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
କଦ୍ରୁଜ ସର୍ପ ଭୁଜଙ୍ଗ
Wordnet:
benনাগ
gujનાગ
hinनाग
kanಸರ್ಪ
kasناگ , کال
malനാഗങ്ങള്
marनाग
panਨਾਗ
sanनागः
tamநாகம்
telపాము
urdناگ
ଫଣାଯୁକ୍ତ ବିଷାକ୍ତ ସାପ
Ex. ତାକୁ ନାଗ ଚୋଟ ମାରିଲା
MERO COMPONENT OBJECT:
ଫଣା
ONTOLOGY:
सरीसृप (Reptile) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
asmফেটীসাপ
bdफिथिगम जिबौ
kanಸರ್ಪ
kasناگ
kokनाग
malസര്പ്പം
marनाग
mniꯂꯤꯟ
nepनाग
panਨਾਗ
sanनागः
telసర్పము
urdناگ , مارسیاہ , سانپ