Dictionaries | References ଧ ଧର୍ମ Script: Odia Meaning Related Words Rate this meaning Thank you! 👍 ଧର୍ମ ori.wordnet.indo | Oriya Oriya | | noun ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ Ex. ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ HYPONYMY:ଇସଲାମ୍ ଧର୍ମ ଜୈନଧର୍ମ ଅନ୍ୟଧର୍ମ ପାରସୀ ଧର୍ମ ଇହୁଦୀ ଧର୍ମ ଖ୍ରୀଷ୍ଟ ଧର୍ମ ଦୀନ-ଇଲାହୀ ବୌଦ୍ଧ ଧର୍ମ ଶିଖ ଧର୍ମ ହିନ୍ଦୁ ଧର୍ମ ଚର୍ଚ୍ଚ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଧରମ ବିଶ୍ୱାସWordnet:asmধর্ম bdधोरोम gujધર્મ hinधर्म kanಧರ್ಮ kasمَزہب kokधर्म malമതം marधर्म mniꯂꯥꯏꯅꯤꯡ nepधर्म panਧਰਮ tamமதம் telమతం urdمذہب , دين , دهرم noun ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ Ex. ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ HOLO MEMBER COLLECTION:ତ୍ରିବର୍ଗ HYPONYMY:ଉପକାର ଅହିଂସା ONTOLOGY:सामाजिक कार्य (Social) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପୁଣ୍ୟWordnet:asmধর্ম bdधोरोम benধর্ম gujધર્મ hinधर्म kanಧರ್ಮ kasثواب kokपुण्य malധര്മ്മം marधर्म mniꯑꯐꯕ꯭ꯂꯤꯆꯠ nepधर्म panਧਰਮ sanधर्मः tamதர்மம் urdمذہبی کام , نیک کام , نیکی کا کام , خیر کا کام , بھلائی کاکام , noun କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର Ex. ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ HYPONYMY:ପାତିବ୍ରତ୍ୟ ଶାରୀରିକ ଧର୍ମ କ୍ଷତ୍ରୀୟ ଧର୍ମ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କର୍ତ୍ତବ୍ୟWordnet:asmধর্ম bdधोरोम kasفَرٕض kokकर्तव्य mniDꯔꯃ panਧਰਮ telకర్తవ్యము noun ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ Ex. ମହମ୍ମଦ ସାହେବ ମୁସଲିମ୍ ଧର୍ମ ସ୍ଥାପନ କରିଥିଲେ ONTOLOGY:समूह (Group) ➜ संज्ञा (Noun) SYNONYM:ଧରମWordnet:benধর্ম gujધર્મ hinधर्म kanಧರ್ಮ mniꯂꯥꯏꯅꯤꯡ sanधर्मः tamமதம் urdمذہب , دین noun ଅଳଙ୍କାର ଶାସ୍ତ୍ରରେ ଯେଉଁ ଗୁଣ ବା ବୃତ୍ତି ଉପମେୟ ଏବଂ ଉପମାନ ଉଭୟରେ ସମାନ ରୂପରେ ବିଦ୍ୟମାନ ଥାଏ ଏବଂ ଯାହାର ଆଧାରରେ ଏକ ବସ୍ତୁର ଉପମା ଅନ୍ୟ ବସ୍ତୁଦ୍ବାରା ଦିଆଯାଏ Ex. ତେଜସ୍ବୀ ବ୍ୟକ୍ତି ଏବଂ ସୂର୍ଯ୍ୟ ଉଭୟଙ୍କର ଧର୍ମ ପ୍ରଖରତା ରହିଛି ONTOLOGY:गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:urdدھرم Related Words ଈସାଇ ଧର୍ମ ଜୋରାଷ୍ଟ୍ରୀୟ ଧର୍ମ ଦୈହିକ ଧର୍ମ ଧର୍ମ ଉପଦେଶିକା ଧର୍ମ ଗୁରୁମାତା ଧର୍ମ ବାଣୀ ଧର୍ମ ସାବର୍ଣ୍ଣି ବୈଦିକ ଧର୍ମ ସନାତନ ଧର୍ମ ଶାରୀରିକ ଧର୍ମ ଧର୍ମ ଶିକ୍ଷିକା ଶିଖ ଧର୍ମ ଧର୍ମ ଉପଦେଶ ଖ୍ରୀଷ୍ଟ ଧର୍ମ ଇସଲାମ୍ ଧର୍ମ ପାରସୀ ଧର୍ମ ଇହୁଦୀ ଧର୍ମ ଧର୍ମ ନିମିତ୍ତ ଧର୍ମ ପ୍ରବର୍ତ୍ତକ ଧର୍ମ ଭଉଣୀ ଧର୍ମ ଲିପି ଧର୍ମ ସାବର୍ଣ୍ଣି ମନୁ ବୌଦ୍ଧ ଧର୍ମ ଧର୍ମ ହିନ୍ଦୁ ଧର୍ମ କ୍ଷତ୍ରୀୟ ଧର୍ମ ଅବ୍ୟାଦୃତ-ଧର୍ମ ଦୀନ-ଇଲାହୀ ଧର୍ମ ଧର୍ମ ଉପଦେଶକ ଧର୍ମ ଜାଗା ଧର୍ମ ନାଥ ଧର୍ମ ପତ୍ନୀ ଧର୍ମ ପିତା ଧର୍ମ ବିଧି ଧର୍ମ ସ୍ଥାନ ମାସିକ ଧର୍ମ مَزہب ধর্মোপদেশ दैहिकधर्म தர்மஉபதேசம் தர்மத்திற்காக மத எழுத்து வீரபண்பு மரபு உடல்தொடர்பான செயல் కర్తవ్యంగా ధర్మలిపి ధర్మోపదేశము శారీరకధర్మం দৈহিকধর্ম ধর্মার্থে ধর্মৰ অর্থে ধর্মলিপি ক্ষত্রিয় ধর্ম ਕਸ਼ਾਤਰ-ਧਰਮ ਦੇਹਿਕਧਰਮ ਧਰਮਉੱਪਦੇਸ਼ ਧਰਮ-ਲਿਪੀ ਧਰਮਾਰਥਕ ક્ષાત્ર-ધર્મ ധാര്മീകതയോടെ മതപ്രഭാഷണം വിശുദ്ധ ലിപി ശാരീരിക ധർമ്മം દૈહિક ધર્મ ધર્મ માટે ધર્મલિપિ ધર્મોપદેશ क्षात्रधर्म क्षात्र-धर्म क्षात्रधर्मः धोरोमारि बोसोन धोरोमै दैहिकधर्मः धर्म-लिपि धर्म लिपी धर्मार्थम् धर्मार्थान धर्मोपदेश धर्मोपदेशः مذہبی رسم الخط مَزۂبی پٔغام خۄدایی ಧರ್ಮ ಲಿಪಿ ಧರ್ಮೋಪದೇಶ धर्मशिक्षिका கிறிஸ்துவ மதம் சமயக்கல்வி அளிக்கும் ஆசான் சீக்கிய மதம் اِسلام اوکَھن باے بانی مذہب بُدھ مزہب தர்மம் புத்தமதம் மதத்தைதோற்றுவித்தவர் இஸ்லாமியமதம் உடன்பிறவா சகோதரி బౌద్దదర్మం మతబోధకుడు ತಂಗಿಯಂತೆ ತಿಳಿದ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP