Dictionaries | References ଦ ଦଳ Script: Odia Meaning Related Words Rate this meaning Thank you! 👍 ଦଳ ori.wordnet.indo | Oriya Oriya | | noun କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ Ex. ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି HYPONYMY:ସେନା ଯାତ୍ରୀଦଳ ସୈନ୍ୟ ଦଳ ପଞ୍ଚାୟତ ରାଜନୀତିକ ଦଳ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼୍ ହୋମଗାର୍ଡ଼ ମିଶନ ଖେଳାଳୀ ଦଳ ବାସ୍କେଟବଲ ଦଳ ପ୍ରତିଯୋଗୀ ଦଳ ଶାସକ ଦଳ ରାଜ୍ୟ ଅଭିଯାନ ଦଳ ଷଡଯନ୍ତ୍ରକାରି ପ୍ରତିଦ୍ୱନ୍ଦୀ ଟୀମ ପ୍ରତିନିଧାୟନ ଫଏସଲାକାରୀ ଚମ୍ପିୟାନ ପ୍ରତିନିଧିମଣ୍ଡଳ ଚାଳକଦଳ ଶିଷ୍ଟମଣ୍ଡଳ ଦଳ ONTOLOGY:समूह (Group) ➜ संज्ञा (Noun) SYNONYM:ଯୂଥ ମଣ୍ଡଳ ମଣ୍ଡଳିWordnet:asmদল bdहानजा benদল gujમંડળ hinदल kanಸೇನೆ kasٹۄگٕج kokदळ malവിഭാഗം marमंडळ mniꯀꯥꯡꯕꯨ panਦਲ tamகழகம் telసమూహం urdجماعت , گروہ , منڈل , تنظیم , فرقہ , ٹولی noun କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର Ex. ଆପଣ କେଉଁ ଦଳର ? HYPONYMY:ବିପକ୍ଷ ଶାସକ ଦଳ ନାଜୀ MERO MEMBER COLLECTION:ବ୍ୟକ୍ତି ONTOLOGY:समूह (Group) ➜ संज्ञा (Noun) SYNONYM:ପକ୍ଷ ଗୋଷ୍ଠୀ ପାର୍ଟିWordnet:asmদল benদল gujદલ kasپارٹی , تَنٛظیٖم , جَماعت kokदळ malപക്ഷം marपक्ष mniꯗꯣꯜ nepदल panਦਲ sanदलः tamகட்சி telదళము urdجماعت , گروپ , پارٹی , گروہ , جتھا , ٹولی , تنظیم noun ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ Ex. ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା MERO MEMBER COLLECTION:ସ୍ତନପାୟୀ ଜୀବ ONTOLOGY:समूह (Group) ➜ संज्ञा (Noun) SYNONYM:ଗୋଠ ପଲ ବୃନ୍ଦ ମେଣ୍ଟWordnet:kasکھیٚول , جماعت kokपंगड sanसङ्घः urdجھنڈ , ہجوم , دل noun ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ Ex. ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି ONTOLOGY:समूह (Group) ➜ संज्ञा (Noun) SYNONYM:ଗୋଷ୍ଠୀ ମଣ୍ଡଳୀWordnet:kokदळ sanगणः urdٹولی , جماعت , دل , منڈلی noun ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ Ex. ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି HYPONYMY:ସୁରକ୍ଷାବଳ ONTOLOGY:समूह (Group) ➜ संज्ञा (Noun) SYNONYM:ବାହିନୀWordnet:asmদল. বাহিনী benদল gujદળ telసమూహం urdجماعت , گروہ , پارٹی noun ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ Ex. ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା ONTOLOGY:समूह (Group) ➜ संज्ञा (Noun) SYNONYM:ସମୂହ ପଲ ଗୋଷ୍ଠୀWordnet:benমিছিল kokचोंबो malആള്ക്കൂട്ടം mniꯆꯠꯂꯤꯕ꯭ꯃꯤꯌꯥꯝ panਝੁੰਡ sanबहुजनसमूहः urdجھنڈ , غول noun କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ Ex. ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ ONTOLOGY:समूह (Group) ➜ संज्ञा (Noun) SYNONYM:ପେନେଲWordnet:benপ্যানেল gujદળ kasپیٚنَل malനിര്ണ്ണയ സമതി marमंडळ panਦਲ sanस्थेयगणः See : ପତ୍ର, ମଣ୍ଡଳୀ, ଗୋଠ, ପଲ୍ହ, ପାର୍ଟି Related Words ଦଳ ଗଠନ କରିବା ଦଳ ତିଆରି କରିବା ଦଳ ନିର୍ମାଣ କରିବା ଗଣ୍ଡଗୋଳିଆ ଦଳ ରଜନୈତିକ ଦଳ ଶ୍ରମଜୀବୀ ଦଳ ଭ୍ରମର ଦଳ ପ୍ରତିଦ୍ୱନ୍ଦୀ ଦଳ ଜନତା-ଦଳ ୟୁନାଇଟେଡ ଦଳ ସଦସ୍ୟ ପ୍ରତିଯୋଗୀ ଦଳ ଖେଳାଳୀ ଦଳ ଶ୍ରମିକ ଦଳ ଶାସକ ଦଳ ଅଭିଯାନ ଦଳ ଦଳ ନାୟିକା ରାଜନୀତିକ ଦଳ ତିନିଜଣିଆ ଦଳ ଦଳ ଗଢ଼ିବା ବାସ୍କେଟବଲ ଦଳ କୋଳାହଳପୂର୍ଣ୍ଣ ଦଳ ସୈନ୍ୟ ଦଳ ଦଳ ଦମକଳ ଦଳ ବିଲ୍ବ ଦଳ ଚାଳକ ଦଳ നിര്ണ്ണയ സമതി پیٚنَل மந்தை প্যানেল भ्रमरसमूह بوٚمبرٕ جماعت تُرٛچ અભિયાન દળ ত্রয়ী অভিযাত্রী দল ভ্রমরের ঝাঁক প্রতিযোগী দল কোলাহলমুখর পার্টি ਖਿਡਾਰੀ ਦਲ ਮੁੰਹਿਮ ਦਲ પ્રતિયોગી દળ કોલાહલપૂર્ણ પાર્ટી ખેલાડી દળ മൂവര് खिलाड़ी दल खेळगडी दळ कोलाहलपूर्ण पार्टी सर्तक पंगड अभियान दल अलिकुलम् झुंड त्रितयम् तिकडी बोवाळाची पार्टी भोंवर्यांचो चोंबो मोहिमेचें दळ प्रतियोगी दल کھلاڑی گروپ شہدمکھی گروہ شورٕ دار پارٹی ભ્રમરસમૂહ கழகம் باسکیٹ بال ٹیم باسکیٹ بال ٹیٖم ٹۄگٕج জনতাদল ইউনাইটেড বাস্কেট বল টিম ਤਿੱਕੜੀ ਬਾਸਕਟਬਾਲ ਟੀਮ બાસ્કેટબૉલ ટીમ જનતા દળ યૂનાઇટેડ ઝુંડ ત્રિપુટી संयुक्त जनता दल horde जनता दल यूनाइटेड जनता दळ यूनाइटेड बास्केटबाल टीम बास्केटबालसंघ बास्केटबॉल टीम फिसा सान्थ्रि हानजा drove جَنٛتا دَل یوٗنایٹِڑ குழுத்தலைவி சேனைக்குழு بَم وٲلۍ تکڑی దలపు నాయకురాలు సైనిక దళము సైన్యంతయారుచేయు ಅಗ್ನಿಶಾಮಕ ದಳ ਅੱਗ ਬੁਝਾਊ ਦਸਤਾ ব্যাটেনিয়ন দল বানানো ਦਲ ਨਾਇਕਾ ਦਲ ਬਣਾਉਣਾ ചെറുസംഘം ജനതാദള് അഗ്നിശമനക്കാര് Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP