verb ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦି ବାହାର କରିବା
Ex.
ସେ ଅତିଥିଙ୍କପାଇଁ ପକୁଡ଼ି ଛାଣୁଛି / କଞ୍ଚା ପୂରି ଛାଣନାହିଁ ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmকঢ়া
bdबोखां
benছাঁকা
malഅരിക്കുക
mniꯂꯧꯈꯠꯄ
panਕੱਡਣਾ
sanअपानी
tamவடிக்கட்டு
telజల్లెడ పట్టుట
urdچھاننا
verb ତେଲରେ ବା ଘିଅରେ କଡ଼କଡ଼ କରି ଭାଜିବା
Ex.
ମୀରା ମାଛ ଛାଣୁଛି ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmভজা
bdएउ
gujતળવું
hinतलना
kasتلُن
kokतळप
malവറുക്കുക
marतळणे
nepतार्नु
panਤਲਣਾ
tamவறு
telనెయ్యిలోవండు
urdتلنا
verb କୌଣସି ତରଳ ପଦାର୍ଥକୁ ଏକ ପତଳା କନାରେ ଛାଣି ସେଥିରେ ଥିବା ମଇଳାକୁ ଅଲଗା କରିବା
Ex.
ମା ଚା’ ଛାଣୁଥିଲେ ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmচাকা
hinछानना
kasچھانُن
kokगाळप
malഅരിക്കുക
mniꯆꯨꯝꯊꯣꯛꯄ
panਛਾਨਣਾ
sanशुध्
urdچھاننا , نچوڑنا
noun ତରଳ ପଦାର୍ଥକୁ କୌଣସି ସୂକ୍ଷ୍ମ କନା ବା ଛଣା ଆଦିରେ ଛାଣିବା ବା ବାହାର କରିବାର କାର୍ଯ୍ୟ
Ex.
ସୀମା ଛେନା ଛାଣୁଛି ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
gujછણવું
hinछनाई
sanशोधनम्
urdچھنائی , چھاننا