Dictionaries | References

ଚିହ୍ନ

   
Script: Odia

ଚିହ୍ନ

ori.wordnet.indo | Oriya  Oriya |   | 
 noun  ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ   Ex. ରେଡ୍‌କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ / ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ / ମେଘ ହେବାର କୌଣସି ଚିହ୍ନ ନାହିଁ
HYPONYMY:
ପ୍ରଶ୍ନଚିହ୍ନ ବିରାମଚିହ୍ନ ଠିକ୍‌ ଚିହ୍ନ ଭୁଲ୍‌ ଚିହ୍ନ ବିସ୍ମୟସୂଚକ ଚିହ୍ନ ଯୋଜକ ଚିହ୍ନ ଉଦ୍ଧୃତି ଚିହ୍ନ ବନ୍ଧନୀ ଚିହ୍ନ ଲିଖିତ ଚିହ୍ନ ନଜର ଟୀକା ଚିହ୍ନ ଗୁପ୍ତ ସଂକେତ ଦଶମିକ ପ୍ରତୀକ ତିଳ ଚିହ୍ନ ସ୍ୱର ମାତ୍ରା ବ୍ୟାଜ୍‌ ହଳନ୍ତ ଚିହ୍ନ ଶବ୍ଦ ବିସର୍ଗ ଅଙ୍କ ଯୋଗ ଲିପି ଋଣ ଗାର ଅଶୁଭଲକ୍ଷଣ କ୍ରୂସ୍ ଚନ୍ଦ୍ରବିନ୍ଦୁ କୁଲକ୍ଷଣ ସୁଲକ୍ଷଣ ଟ୍ରେଡମାର୍କ ଷ୍ଟାର
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
ସଙ୍କେତ ନିଶାଣ ପ୍ରତୀକ ଉପଲକ୍ଷ ଲକ୍ଷଣ
Wordnet:
asmচিন
bdसिन
benচিহ্ন
gujચિહ્ન
hinचिह्न
kanಗುರುತು
kasآثار
kokचिन्न
malഅടയാളം
marखूण
nepचिह्न
panਚਿੰਨ੍ਹ
sanचिह्नम्
tamஅறிகுறி
telచిహ్నం
urdنشان , علامت , آثار
 noun  ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ   Ex. ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
HYPONYMY:
ଦାଗ ତିଳକ ଚିହ୍ନ ମୁଦ୍ରାଙ୍କ ପାହୁଲ ପଦକ ମୋହର ଆଞ୍ଚୁଡ଼ା ଚେଙ୍କଦାଗ ସ୍ୱସ୍ତିକ ପାଞ୍ଚଆଙ୍ଗୁଟିଆ ଭିସା ଛିଟ ଭୃଗୁରେଖା ଚନ୍ଦ୍ରିକା ଚନ୍ଦ୍ର ଚନ୍ଦ୍ରବିନ୍ଦୁ ଲକ୍ଷଣ ବିନ୍ଦୁ ଖୁରାଚିହ୍ନ ତ୍ରିବଳୀ ତାରକା ଚିହ୍ନ ନଖଦାଗ ମଣିମାଳା ଟିପ ରାମ୍ପୁଡା
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନିଶାଣ ଛାପ
Wordnet:
asmচাপ
bdआगान
benছাপ
hinनिशान
kanಗುರುತು
kokखुणो
malപാട്
marठसा
mniꯃꯃꯤ
nepनिशान
panਨਿਸ਼ਾਨ
telగుర్తు
urdنشان , چھاپ , عکس
 noun  କୌଣସି ଜିନିଷ ଉପରେ କୌଣସି ଚିହ୍ନ ଲଗାଇବା ବା ତିଆରି କରିବା କାମ   Ex. ସେ ବହିର ଗୁରୁତ୍ୱପୂର୍ଣ୍ଣ ପାଠରେ ଚିହ୍ନ ଦେଇଛନ୍ତି
HYPONYMY:
ସୀମାଙ୍କନ ଅଳେଇଚା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ମାର୍କିଙ୍ଗ
Wordnet:
asmচিন
bdसिन
benচিহ্নিত করা
gujઅંકન
hinचिह्नन
kanಗುರುತುಹಾಕು
malമുദ്ര പതിപ്പിക്കല്
marचिह्नांकन
nepचिह्नन
panਨਿਸ਼ਾਨ
sanअङ्कनम्
tamகுறியீடு
 noun  କାଗଜ ଲୁଗା ଉପରେ ଢଳା, ଖୋଦିତ ବା ଲେଖାହୋଇଥିବା ଅକ୍ଷର, ଚିତ୍ରଆଦିର ଚିହ୍ନ   Ex. ଏହି ଶାଢ଼ି ଉପରେ ଜାହାଜର ଚିହ୍ନ ରହିଛି
HYPONYMY:
ବଡ଼ବୁଟିକାମ ଚିତା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଛାପା
Wordnet:
asmছাপ
bdसेबखांनाय
gujછાપ
hinछाप
marठसा
mniꯌꯦꯛꯄ
urdچھاپ , چھاپا , چھپائی
 noun  ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା   Ex. ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଦାଗ
Wordnet:
asmদমলা
benচাকা দাগ
gujચકામું
hinचकत्ता
kasلاہہ
kokदादड
malതടിപ്പ്
marगांध
mniꯗꯥꯛꯐꯝ
tamதழும்பு
telదద్దుర్లు
urdچکتا
 noun  ତାସ ପତାଉପରେ ହୋଇଥିବା ଚିହ୍ନ   Ex. ଛକା ଉପରେ ଛଅଟି ଚିହ୍ନ ଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
benবুটি
gujબૂટ્ટી
hinबूटी
kasلَنٛجہٕ
kokबुटी
panਬੂਟੀ
tamசீட்டுப்புள்ளி
urdبوٹی , تاش بوٹی , ٹکی
   See : ଦାଗ, ଦାଗ

Related Words

ସ୍ୱୀକୃତି ଚିହ୍ନ   ହାଇଫେନ୍‌ ଚିହ୍ନ   ଛକି ଚିହ୍ନ   ରାଇଟ୍‌ ଚିହ୍ନ   ସଂଯୋଜକ ଚିହ୍ନ   ସମ୍ବୋଧନ ଚିହ୍ନ   ଚିହ୍ନ ଦେବା   ହଳନ୍ତ ଚିହ୍ନ   ଠିକ୍‌ ଚିହ୍ନ   ତାରକା ଚିହ୍ନ   ଭୁଲ୍‌ ଚିହ୍ନ   ଚିହ୍ନ ଲଗାଇବା   ଲିଖିତ ଚିହ୍ନ   ଟୋପିଟୋପି ଚିହ୍ନ   ତିଳ ଚିହ୍ନ   ଚିହ୍ନ କରିବା   ଯୋଜକ ଚିହ୍ନ   ବନ୍ଧନୀ ଚିହ୍ନ   ବିସ୍ମୟସୂଚକ ଚିହ୍ନ   ଚିହ୍ନ   ଚିହ୍ନ ହୋଇଥିବା   ଉଦ୍ଧୃତି ଚିହ୍ନ   ଅଳ୍ପ ବିରାମ ଚିହ୍ନ   ଅଶୁଭ ଚିହ୍ନ   ଋଣାତ୍ମକ ଚିହ୍ନ   ଟିପ ଚିହ୍ନ   ପୂର୍ଣ୍ଣଚ୍ଛେଦ ଚିହ୍ନ   ପୂର୍ଣ୍ଣବିରାମ ଚିହ୍ନ   ଗୋଡ଼ ଚିହ୍ନ   ଚରଣ ଚିହ୍ନ   ମୁଦ୍ରା ଚିହ୍ନ   హలంతం   फिसा फिसा दागो   ഹല്‍ചിഹ്നം   hyphen   ਨਿਸ਼ਾਨ   चिह्नन   ಗೆರೆ ಹಾಕು   சிறுபுள்ளி   تارُک   గుర్తుపెట్టు   తిలకం   અંકન   চিহ্নিত করা   ছিট্   তাৰকা চিহ্ন   চাক কাটা   ਚਟਾਕ   ਹਦਬੰਦੀ ਕਰਨਾ   നക്ഷത്രചിഹ്നം   പാട്   കറുത്ത മറുക്   മുദ്ര പതിപ്പിക്കല്   മുദ്ര വയ്ക്കുക   તિલ   खुणो   चिह्नांकन   ठिपका   राशीक लावप   لکھچُن   چاکنا   چِھٹھ   हाथरखि सिन   ಗುರುತುಹಾಕು   ಮಚ್ಚೆ   चिह्न   निशान   சைகை செய்யும்   ચિહ્ન   इसारा खालामनाय   खतां   نشان   asterisk   चिन्न   उद्धरण चिह्न   dash   برٛٮ۪کٮ۪ٹ   மேற்கோள்குறி   அடைப்புக்குறி   அடையாளமிடு   ஆச்சர்யக்குறி   బ్రాకెట్   ఆశ్చర్యార్థకచిహ్నం   ఉద్దరణ చిహ్నం   సంకేతికమైన   અવતરણચિહ્ન   ઇંગિત   ઉદ્દગાર-ચિહ્ન   চিহ্ন আঁকা   যোজক চিহ্ন   হলন্ত   ਉਦਾਹਰਨ ਚਿੰਨ੍ਹ   ইঙ্গিত   উদাহৰণ চিন   উদ্ধৃতি চিহ্ন   ਕੋਸ਼ਟਕ   ਚਿੰਨ੍ਹ   ਚਿੰਨ੍ਹ ਬਣਾਉਣਾ   ਯੋਜਕ ਚਿੰਨ੍ਹ   ਹੈਰਾਨੀ ਬੋਧਕ   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP