Dictionaries | References

କରିବା

   
Script: Odia

କରିବା     

ori.wordnet.indo | Oriya  Oriya
verb  ପତି ବା ପତ୍ନୀ ରୂପେ ଗ୍ରହଣ କରିବା   Ex. ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
HYPERNYMY:
ଅଙ୍ଗୀକାରକରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ବିବାହ କରିବା
Wordnet:
bdखालाम
benবিয়ে করা
gujકરવું
hinकरना
kanಮಾಡಿಕೊಳ್ಳು
kasکَرُن , خانٛدَر کَرُن
panਕਰਨਾ
tamசெய்துகொள்
telచేసుకొను
verb  କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା   Ex. ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
HYPERNYMY:
କାମ କରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ଲାଗି ରହିବା
Wordnet:
benকরা
kanಮಗ್ನನಾಗು
kasکَرٕنۍ
malചെയ്യുക
marकरणे
nepगर्नु
panਕਰਨਾ
urdلگےرہنا , منہمک رہنا , کرنا
verb  କାହାର ପ୍ରଗତିର ସ୍ତର ଅନୁମାନ କରିବା   Ex. ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
HYPERNYMY:
ଅନୁମାନ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
Wordnet:
kasکَرُن
malചെയ്യുക
marप्रगती करणे
verb  କୌଣସି କାର୍ଯ୍ୟରେ ଲାଗିବା ବା କରିବା   Ex. ପ୍ରେମ କର ଯୁଦ୍ଧ ନୁହେଁ / ପ୍ରୟାସ କର / ଅନ୍ୱେଷଣ କର /ଶୁଦ୍ଧ କର
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
kasکَرُن
sanकृ
telచేయు.
urdکرنا
verb  କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା   Ex. ମୋତେ ମୂର୍ଖ କରନାହିଁ / ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
bdबानाय
gujબનાવો
verb  କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା   Ex. ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
HYPERNYMY:
କାମ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
SYNONYM:
ଜାତ କରିବା ସୃଷ୍ଟି କରିବା ଉତ୍ପନ୍ନ କରିବା ଉତ୍ପତି କରିବା ଜନ୍ମ କରିବା
Wordnet:
telచేయు
verb  ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା   Ex. ଆପଣ ମୋତେ ପ୍ରସନ୍ନ କଲେ / ସତର୍କତାର ସହିତ ଏହା କର
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ବ୍ୟବହାର କରିବା
Wordnet:
kanಮಾಡು.
verb  ଉନ୍ନତି ବା ଅବନତିରେ ସହାୟତା କରିବା   Ex. ଅନୁଶାସନ ଆମକୁ ମହାନ କରେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଗଢ଼ିବା ପ୍ରସ୍ତୁତ କରିବା
Wordnet:
tamஆக்கு
verb  (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା   Ex. ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
urdکرنا , کام کرنا
verb  କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା   Ex. ମୁଁ କିଛି ଚମତ୍କାର କରିନାହିଁ
HYPERNYMY:
କାମ କରିବା
ONTOLOGY:
घटनासूचक (Event)होना क्रिया (Verb of Occur)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
tamசெய்
verb  କରିବା ବା ହେବାପାଇଁ ପ୍ରବୃତ୍ତ କରିବା   Ex. ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା / ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
କାରଣ ହେବା ହେତୁ ହେବା ନିମିତ୍ତ ହେବା
noun  କିଛି କାମ କରିବାର କ୍ରିୟା ବା ଭାବ   Ex. ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାମକରିବା
Wordnet:
kanಕೆಲಸ ಮಾಡುವುದು
malചെയ്യല്
tamசெய்தல்
telచేయటం
urdکرنا , کام کرنا
verb  କୌଣସି ରୂପରେ ଆଣିବା   Ex. ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ବ୍ୟବହାର କରିବା ପ୍ରସ୍ତୁତ କରିବା
Wordnet:
kasبَناوُن
malരൂപപ്പെടുത്തുക
sanप्रस्थाप्
See : କାମ କରିବା, ସାରିବା, ଦେବା, ଆଣିବା, ତିଆରି କରିବା

Related Words

କରିବା   କାର୍ଯ୍ୟ କରିବା   ସୃଷ୍ଟି କରିବା   ଅସୁଲ କରିବା   ଜନ୍ମ କରିବା   ଜାତ କରିବା   ଉତ୍ପତି କରିବା   ଜାଞ୍ଚ କରିବା   ମୂଲ୍ୟନିର୍ଦ୍ଧାରଣ କରିବା   ମୂଲ୍ୟାଙ୍କିତ କରିବା   ମୂଲ୍ୟାୟନ କରିବା   ସର୍ଜନା କରିବା   ଆଚରଣ କରିବା   ଉତ୍ପନ୍ନ କରିବା   ଉଦ୍ୟମ କରିବା   ଠିକ୍‌ କରିବା   ଧଡ଼ଧଡ଼ କରିବା   ପରୀକ୍ଷଣ କରିବା   ପୂରା କରିବା   ଆରାଧନା କରିବା   ନିର୍ମାଣ କରିବା   ବନ୍ଦୋବସ୍ତ କରିବା   ସ୍ୱଚ୍ଛ କରିବା   ସ୍ୱତନ୍ତ୍ର କରିବା   ସ୍ୱାଦଯୁକ୍ତ କରିବା   ସ୍ୱାଦିଷ୍ଟ କରିବା   ସ୍ୱାଧୀନ କରିବା   ସ୍ୱାସ୍ଥ୍ୟବାନ୍ କରିବା   ସ୍ୱାସ୍ଥ୍ୟଯୁକ୍ତ କରିବା   ସହଯୋଗ କରିବା   ସାଧନ କରିବା   ସୁଖଦାୟକ କରିବା   ସୁଖପ୍ରଦ କରିବା   ସୁସ୍ଥସବଳ କରିବା   ସୃଜନ କରିବା   ହରଣ କରିବା   ହସ୍ତକ୍ଷେପ କରିବା   ହାସଲ କରିବା   ହୋମ କରିବା   କଟାଳ କରିବା   କବ୍ଜା କରିବା   କମ କରିବା   କରଗତ କରିବା   କ୍ରନ୍ଦନ କରିବା   କଷ୍ଟ୍ୟୁମ୍ କରିବା   କାମନା‌ କରିବା   କୃଷି କରିବା   କୋଳାହଳ କରିବା   ଖଟଖଟ କରିବା   ଖାରଜ କରିବା   ଖାରଜ୍‌ କରିବା   ଖୁନ୍ଦିଭର୍ତ୍ତି କରିବା   ଖୁସି କରିବା   ଖେଳକୁଦ କରିବା   ଖୋଦନ କରିବା   ଖୋଦିତ କରିବା   ଖୋଲାଖୋଲି କରିବା   ଗଣ୍ଡଗୋଳ କରିବା   ଗାଢ଼ା କରିବା   ଗୁଣୁଗୁଣୁ କରିବା   ଚକଚକ କରିବା   ଚକଟାଚକଟି କରିବା   ଚର୍ଚ୍ଚା କରିବା   ଚାଲୁ କରିବା   ଚାଷଯୋଗ୍ୟ କରିବା   ଚେଷ୍ଟା କରିବା   ଛଟପଟ କରିବା   ଛିଛାକର କରିବା   ଛିନ୍ନଭିନ୍ନ କରିବା   ଛୁଞ୍ଚିକାମ କରିବା   ଜକଜକ କରିବା   ଜ୍ଞାନ କରିବା   ଜବତ କରିବା   ଜୟଗାନ କରିବା   ଜ୍ୱଳନ୍ତ କରିବା   ଜାରି କରିବା   ମାଘୀହଳ କରିବା   ମାପ କରିବା   ମାଫ୍‌ କରିବା   ମାର୍ଚ୍ଚ କରିବା   ମିତ୍ରାକ୍ଷର କରିବା   ମୁକାବିଲା କରିବା   ମୁଦ୍ରଣ କରିବା   ମୂଲ୍ୟଧାରଣ କରିବା   ମୃଗୟା କରିବା   ଯଜ୍ଞ କରିବା   ଯତ୍ନ କରିବା   ଯଶଗାନ କରିବା   ଯୋଗାଡ଼ କରିବା   ରକ୍ଷଣାବେକ୍ଷଣ କରିବା   ରୁଦ୍ଧ କରିବା   ରୂପାଂତର କରିବା   ରୂପାନ୍ତର କରିବା   ରୋଗଶୂନ୍ୟ କରିବା   ଲଜ୍ୟା କରିବା   ଲଢ଼ାଇ କରିବା   ଲୋଭାନ୍ୱିତ କରିବା   ଶରମ କରିବା   ଶ୍ରମ କରିବା   ଶାଣ କରିବା   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP