Dictionaries | References ର ରସ Script: Odia Meaning Related Words Rate this meaning Thank you! 👍 ରସ ori.wordnet.indo | Oriya Oriya | | noun ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ Ex. ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ HYPONYMY:ବୀରରସ ଭୟାନକ ରସ ହାସ୍ୟ ରସ କରୁଣ ରସ ଅଦ୍ଭୁତ ରସ ଅନୁରସ ଶୃଙ୍ଗାର ରସ ରୌଦ୍ରରସ ବୀଭତ୍ସ ରସ ଶାନ୍ତ ରସ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:hinरस kanರಸ kokरस marरस tamரசம் telరసాలు noun ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ Ex. ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ HOLO STUFF OBJECT:ଗୁଡ଼ HYPONYMY:ଫଳରସ ଅର୍କ ଫୁଲରସ ତାଡ଼ି କ୍ଷୀର ଅଙ୍ଗୁର ରସ ଆମ୍ବରସ ଆନନ୍ଦଭୈରବ ରସ ଦୋରୁଅ ONTOLOGY:भाग (Part of) ➜ संज्ञा (Noun)Wordnet:bdबिदै hinरस kasرَس kokरोस mniꯃꯍꯤ nepरस panਰਸ telరసము urdعرق , رس , شیرہ noun ଫଳ ଭିତରର କୋମଳ ଅଂଶ Ex. ସେ ପାଚିଲା ଆମ୍ବକୁ ଚିପି ତାର ରସ ବାହାର କରୁଛି HYPONYMY:ଶସ ତାଳସଜ ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଶସWordnet:asmবাদু bdमोदोम gujગરભ kokगरप malമാംസളഭാഗം marगर mniꯃꯇꯣꯡ tamபழச்சதை telపప్పు urdگُودَا , گِرِی noun ବୃକ୍ଷରୁ ବାହାରୁଥିବା ବା ବୃକ୍ଷରେ କ୍ଷତକରି ବାହାର କରାଯାଉଥିବା ତରଳ ପଦାର୍ଥ Ex. କେତେକ ବୃକ୍ଷର ରସ ଔଷଧରୂପେ ପ୍ରୟୋଗ କରାଯାଏ HYPONYMY:ମନ୍ନା ସୋମରସ ଶାଳରସ ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ନିର୍ଯାସWordnet:gujરસ hinरस kanಸಸ್ಯರಸ sanरसः urdعرق , رس noun ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ Ex. ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ HYPONYMY:ବୀରଭଦ୍ରରସ ONTOLOGY:द्रव (Liquid) ➜ रूप (Form) ➜ संज्ञा (Noun)Wordnet:tamரஸ் ( சாறு ) telరసం urdرس noun କୌଣସି ପଦାର୍ଥର ସାର ବା ତତ୍ତ୍ୱ Ex. ରସ ବିଭିନ୍ନ ପ୍ରକାରର ହୋଇଥାଏ HYPONYMY:ଅନ୍ନରସ ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:malസ്വാദ് sanरसः telరసం noun ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ Ex. ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ HYPONYMY:ହର୍ମୋନ ଥାଇମିନ ONTOLOGY:शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ସ୍ରାବWordnet:kanದ್ರವ kasرَس , رطوٗبَت malഎന്സൈം mniꯊꯥꯗꯣꯛꯂꯛꯄ꯭ꯃꯍꯤ sanस्त्रावः tamஉமிழ் நீர் telశ్రావము urdعرق , رقیق مادہ , رس See : ଆନନ୍ଦ, କ୍ଷୀର, ସରବତ, କ୍ୱାଥ୍ Related Words କାରୁଣ୍ୟ ରସ ଅଙ୍ଗୁର ରସ ଆନନ୍ଦଭୈରବ ରସ କରୁଣ ରସ ଶୁଖିଲା ଘିକୁଆଁରୀ ରସ ମେଘନାଦ-ରସ ଅଦ୍ଭୁତ ରସ ବୀଭତ୍ସ ରସ ଭୟାନକ ରସ ତ୍ରିନେତ୍ର ରସ ଶାନ୍ତ ରସ ଶୃଙ୍ଗାର ରସ ରସ ହାସ୍ୟ ରସ ହାସ୍ୟ ରସ କରିବା ଅନ୍ନ-ରସ ବବୁଲ ରସ ବିୟୋଗ ଶୃଙ୍ଗାର ରସ ବୀରଭଦ୍ର-ରସ ଚିପି ରସ କାଢିବା ସଂଯୋଗ ଶୃଙ୍ଗାର ରସ రసాలు આનંદભૈરવ আনন্দভৈরব কুগা ਕੂਗਾ കറ കൂഗ आनंदभैरव आनन्दभैरवः कूगा کوگا کوٗگا ಸಸ್ಯರಸ मेघनाद रस த்ரேனித்ரஸ் త్రినేత్రరసం એળિયો ত্রিনেত্ররস ঘৃতকুমারির রস মেঘনাদ রস ਤ੍ਰਿਨੇਤਰਰਸ ਮੁਸੱਬਰ മുസബ്ബര് രസം ત્રિનેત્રરસ त्रिनेत्ररस मुसब्बर मेघनादरसः عرق سہ مادّہ مِیگھنادعرق رس हास्यरस அற்புதரசம் హాస్యం ਅੰਗੂਰ ਦਾ ਰਸ ਅਦਭੁਤ-ਰਸ অদ্ভুত রস বিভত্স রস বিয়োগ শৃঙ্গার রস দ্রাক্ষারস শৃঙ্গার রস শান্ত রস ਵਭੀਤ ਰਸ ਵਿਯੋਗ ਸ਼ਿੰਗਾਰ અદ્ભુતરસ ਸ਼ਾਤ ਰਸ ਸ਼ਿੰਗਾਰ ਰਸ બીભત્સ રસ વિયોગ શૃંગાર શાંત રસ શૃંગાર રસ അത്ഭുത രസം દ્રાક્ષારસ ادبھوت رس विप्रलम्भः विभत्स रस वीभत्स रस शांतरस शान्तरसः अद्भुत रस अद्भूत रस बीभत्सः द्राक्षांरोस مَزاحِیہ دِرٛکشِرَس ഹാസ്യ രസം वियोग शृंगार शांत रस शृंगार रस भयानक रस रसः द्राक्षारस ಕರುಣಾ ರಸ கருணை ரசம் பய ரசம் భయానకరసం ভয়ানক রস করুণ রস ಭಯಾನಕ ರಸ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP