Dictionaries | References ଦ ଦମ Script: Odia Meaning Related Words Rate this meaning Thank you! 👍 ଦମ ori.wordnet.indo | Oriya Oriya | | noun କୌଣସି ବାସନରେ କୌଣସି ଜିନିଷ ରଖି, ତାହାର ମୁହଁ ବନ୍ଦକରି ତାହାକୁ ନିଆଁଉପରେ ପକାଇବାର କ୍ରିୟା Ex. ଦମ ଦିଆଯାଇ ଏହି ତରକାରୀ ତିଆରି ହୋଇଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kanಕಷ್ಟಪಟ್ಟು malദം telఆవిరి urdدَم noun ଦରୀ ବୁଣାଳୀଙ୍କ ଏକପ୍ରକାରର ତିନିକୋଣିଆ କମାନୀ ଯେଉଁଥିରେ ତିନୋଟି ଲମ୍ବାର କାଠଖଣ୍ଡ ଏକାଠି ବନ୍ଧା ଯାଇଥାଏ Ex. ବୁଣାକାର ଦମରେ ଦରୀ ବୁଣୁଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) noun ମହାଭାରତ ଯୁଗର ଜଣେ ପ୍ରାଚୀନ ମହର୍ଷି Ex. ଦମଙ୍କ ଉଲ୍ଲେଖ ମହାଭାରତରେ ମିଳେ ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)Wordnet:kanದಮ sanदमः noun ପୁରାଣାନୁସାରେ ବଭ୍ରଙ୍କ କନ୍ୟା ଇନ୍ଦ୍ରସେନାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପବନ ରାଜାଙ୍କ ନାତି Ex. ଦମ ବେଦ-ବେଦାଙ୍ଗରେ ବହୁତ ବଡ ଜ୍ଞାନୀ ତଥା ଧନୁର୍ବିଦ୍ୟାରେ ନିପୁଣ ଥିଲେ ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) noun ସଙ୍ଗୀତରେ କୌଣସି ସ୍ବରର ଏପରି ଲମ୍ବା ରାହା ଯାହା ଗୋଟିଏ ନିଶ୍ବାସରେ ସାରିବାକୁ ହୁଏ Ex. ଗାୟକର ଗଳାର ଦମକୁ ଶୁଣିକରି ସମସ୍ତେ ତାଳିମାରିବାକୁ ଲାଗିଲେ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:sanदीर्घोच्चारणम् noun ମାଙ୍କେଡିଆର ଏପରି କାମ ଯେଉଁଥିରେ ଭାଲୁର ମୁହଁରେ କାଠ ବା ହାତ ରଖି ଶ୍ବାସ ନେବା ଆଣିବା ଶିଖାଇଥାଏ Ex. କୁହାଯାଏକି ଦମରେ ଭାଲୁର ଜୀର୍ଣ୍ଣ କ୍ରିୟା ଠିକ୍ ହୋଇଥାଏ ଏବଂ ସେ ଶାନ୍ତ ରହିଥାଏ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) See : ବଳ, କଶ, ମିଠା Related Words ତୋଙ୍ଗ ଦମ ଗଛ ଦମ-ଚୁଲା ଦମ ତୋଙ୍ଗ ଦମ ଆମ୍ବ ଗଛ கரிஅடுப்பு ఇనుపకుంపటి দম-উনুন ਦਮ-ਚੂਲ੍ਹਾਂ ദം അടുപ്പ് ಹೊಗೆರಹಿತ ಒಲೆ दम-चूल्हा دَم چوٗلہٕ তোঙ্গ আম തോഗദം മാവ് तोंग दम आंबे तोङ्ग-दम-आम्रः ப்ளைக் கோல்ட் ਤੋਂਗ ਦਮ બ્લેક ગોલ્ડ સગડી शेगडी forcefulness तोंग दम strength force ତୋଂଗଦମ ତୋଂଗଦମ ଆମ୍ବଗଛ ତୋଂଗଦମ ଗଛ ବ୍ଲୈକଗୋଲ୍ଡ ବ୍ଲୈକଗୋଲ୍ଡ ଆମ୍ବଗଛ ବ୍ଲୈକଗୋଲ୍ଡ ଗଛ ତୋଙ୍ଗଦମ હિલાલ્ શુક્લ પક્ષની શરુના ત્રણ-ચાર દિવસનો મુખ્યત ନବୀକରଣଯୋଗ୍ୟ ନୂଆ ବା વાહિની લોકોનો એ સમૂહ જેની પાસે પ્રભાવી કાર્યો કરવાની શક્તિ કે સર્જરી એ શાસ્ત્ર જેમાં શરીરના ન્યાસલેખ તે પાત્ર કે કાગળ જેમાં કોઇ વસ્તુને બખૂબી સારી રીતે:"તેણે પોતાની જવાબદારી ਆੜਤੀ ਅਪੂਰਨ ਨੂੰ ਪੂਰਨ ਕਰਨ ਵਾਲਾ బొప్పాయిచెట్టు. అది ఒక लोरसोर जायै जाय फेंजानाय नङा एबा जाय गंग्लायथाव नङा:"सिकन्दरनि खाथियाव पोरसा गोरा जायो आनाव सोरनिबा बिजिरनायाव बिनि बिमानि फिसाजो एबा मादै भाजप भाजपाची मजुरी:"पसरकार रोटयांची भाजणी म्हूण धा रुपया मागता नागरिकता कुनै स्थान ३।। कोटी ঁ ۔۔۔۔۔۔۔۔ ۔گوڑ سنکرمن ॐ 0 ० 00 ૦૦ ୦୦ 000 ০০০ ૦૦૦ ୦୦୦ 00000 ০০০০০ 0000000 00000000000 00000000000000000 000 பில்லியன் 000 மனித ஆண்டுகள் 1 १ ১ ੧ ૧ ୧ 1/16 ರೂಪಾಯಿ 1/20 1/3 ૧।। 10 १० ১০ ੧੦ ૧૦ ୧୦ ൧൦ 100 ۱٠٠ १०० ১০০ ੧੦੦ ૧૦૦ ୧୦୦ 1000 १००० ১০০০ ੧੦੦੦ ૧૦૦૦ ୧୦୦୦ 10000 १०००० ১০০০০ ੧੦੦੦੦ ૧૦૦૦૦ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP