Dictionaries | References ଅ ଅଙ୍କ Script: Odia Meaning Related Words Rate this meaning Thank you! 👍 ଅଙ୍କ ori.wordnet.indo | Oriya Oriya | | noun ଯାହା ସଂଖ୍ୟା ବା ଗଣନାର ସୂଚକ Ex. ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି ONTOLOGY:माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସଂଖ୍ୟାWordnet:asmমান bdअनजिमा benমুঠি gujનંગ hinअदद kanಸಂಖ್ಯೆ kasعَدَد kokनग malഎണ്ണം marनग mniꯃꯁꯤꯡ sanखण्डलः tamஎண்ணிக்கை telసంఖ్య urdعدد , نمبر , گنتی , تعداد noun ନାଟକର ଅଂଶ ବା ଭାଗ ଯେଉଁଥିରେ ବେଳେବେଳେ କେତେକ ଦୃଶ୍ୟ ମଧ୍ୟ ଥାଏ Ex. ନାଟକର ଦ୍ୱିତୀୟ ଅଙ୍କରେ ନାୟିକା ଆପଣାର ସୁନ୍ଦର ଅଙ୍ଗଭଙ୍ଗୀରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲା ONTOLOGY:भाग (Part of) ➜ संज्ञा (Noun) SYNONYM:ନାଟ୍ୟାଙ୍କWordnet:asmঅংক benঅঙ্ক gujઅંક hinअंक kanಅಂಕ kokअंक malഅംകം marअंक nepअङ्क panਅੰਗ urdایکٹ , باب , حصہ , منظر noun ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା Ex. ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ HYPONYMY:ରୋମାନ୍ ଅଙ୍କ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅଂକWordnet:bdसानखान्थि benঅংক kanಅಂಕಿ malഎണ്ണല് സംഖ്യ marअंक urdنمبر , عدد noun ସଂଖ୍ୟାର ଚିହ୍ନ Ex. ୦,୧,୨,୩,୪,୫,୬,୭,୮,୯ ଏଗୁଡ଼ିକ ଅଙ୍କ HYPONYMY:ଗୁଣକ ଗୁଣ୍ୟ ଅଙ୍କ ଫୋନ ନମ୍ବର ଦଶ କୋଟି ଅବ୍ୟକ୍ତରାଶି ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସଂଖ୍ୟାWordnet:gujઆંકડા kasنَمبَر malഅക്കം nepअङ्क panਅੰਕ urdنمبر , عدد , ہندسہ , شمار noun କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ Ex. ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛି/ଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ନମ୍ବରWordnet:bdनम्बर gujગુણ kanಅಂಕ kasنمبر malമാര്ക്ക് marगुण telమార్కులు urdنمبر , تعداد noun କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ Ex. ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ HYPONYMY:ଆଇପି ଠିକଣା ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ନମ୍ବରWordnet:bdअनजिमा benসংখ্যা gujઅંક hinअंक kasنَمبَر , نَمبَر شُمار , عَدَد panਅੰਕ urdعدد , نمبر , شناختی عدد See : ସଂଖ୍ୟା, ସଂଖ୍ୟା Related Words ଅଙ୍କ ତାଲିକା ରୋମାନ୍ ଅଙ୍କ ଅଙ୍କ ଅଙ୍କ ଗଣିତ ଅଙ୍କ ଫଳକ ଅଙ୍କ ଶାସ୍ତ୍ର ଗୁଣିତ ଅଙ୍କ అంకం அங்கம் അംകം नग ಅಂಕ ਨਗ નંગ खण्डलः अदद ரோமன் எண் రోమన్ అంకె রোমান সংখ্যা ਰੋਮਨ ਅੰਕ റോമന് സംഖ്യ identification number रोमनाङ्कः रोमी अंक رومَن عَدَد رومن نمبر অঙ্ক રોમન અંક ರೋಮನ್ ಅಂಕೆ रोमन अंक எண்ணிக்கைபட்டியல் సంఖ్యపట్టిక ಅಂಕ ಸೂಚಿ ਅੰਕ ਸੂਚੀ ক্রমসারণী സ്കോര് ബോര്ഡ് എണ്ണം अंक तालिका अङ्क तालिका अङ्कसूचिः गुणतकटो धावफलक multiplicand عَدَد سِکور بورڑ ಸಂಖ್ಯೆ स्कʼर फारिलाइ अंक எண்ணிக்கை సంఖ్య અંક নম্বৰ তালিকা अङ्क अनजिमा license plate numberplate numeral অংক યાદી ਅੰਗ মান अङ्कः arithmetic number মুঠি खोन्दो حِصہٕ ନାଟ୍ୟାଙ୍କ act issue ଅଂକ ନମ୍ବର ତାଲିକା ରୋମାନ୍ ଅଂକ ନମ୍ବର ଏକାଙ୍କିକା ନିର୍ଦ୍ଦିଷ୍ଟାଙ୍କ ରମୀ ସ୍କୋର୍ ସାରଣୀ ଡାୟଲ ଭାଜକ କଳ୍ପନା କରିବା ମାର୍କସିଟ୍ ସୂଚକାଙ୍କ ଈହାମୃଗ ଏକକ ସ୍ଥାନ ଏକାନବେ ତେପନ ପଇଁଚାଳିଶ ବୟାଅଶୀ ଭାଗଶେଷ ଭାଜ୍ୟ ଚଉତିରିଶ ସଂଖ୍ୟା ଅବ୍ଜଦ ଦଶମିକ ପଞ୍ଚତିରିଶ ଗୁଣ୍ୟ ଗୋଲ ହିନ୍ଦୀ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP