Dictionaries | References ଦ ଦିଗ Script: Odia Meaning Related Words ଦିଗ ori.wordnet.indo | Oriya Oriya Rate this meaning Thank you! 👍 noun ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର Ex. ମୋ ଘର ଏ କ୍ଷେତ୍ରର ଉତ୍ତର ଦିଗରେ /ପବନର ଦିଗ ବଦଳି ଯାଇଛି HYPONYMY:ଉପଦିଗ ଉତ୍ତର ଦକ୍ଷିଣ ପଶ୍ଚିମ ପୂର୍ବ ଉଠାଣି ପ୍ରଧାନ ଦିଗସୂଚକ ବିନ୍ଦୁ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦିଶାWordnet:asmদিশ bdदिग benদিশা hinदिशा kasطَرَف kokदिशा malദിക്ക് marदिशा mniꯃꯥꯏꯀꯩ nepदिशा panਦਿਸ਼ਾ sanदिक् tamதிசை telదిశ urdسمت , رخ noun କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ Ex. ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ ONTOLOGY:ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପକ୍ଷWordnet:bdबिथिं benদিক kasرۄخ , پاس kokतास marपैलू panਪੱਖ urdپہلو , صورت , تدبیر , ترکیب , نکتہ noun କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ Ex. ଆପଣ କେଉଁ ଦିଗକୁ ଯାଉଛନ୍ତି ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)Wordnet:bdथिं gujદિશા hinओर kasطَرف kokवटेन mniꯃꯥꯏꯀꯩ nepतिर panਪਾਸੇ sanदिश् urdجانب , طرف , اور noun ସେନାର କୌଣସି ପକ୍ଷ (ବାମ ବା ଡାହାଣ) Ex. ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ ONTOLOGY:भाग (Part of) ➜ संज्ञा (Noun) SYNONYM:ପକ୍ଷWordnet:benডানবাহু kasنٔر noun କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି Ex. ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)See : ମୋଡ଼ Related Words ଦିଗ ଦିଗ ନିର୍ଣ୍ଣୟ ଯନ୍ତ୍ର ଉତ୍ତର ଦିଗ ଐଶାନ୍ୟ ଦିଗ ଦକ୍ଷିଣ ଦିଗ ନୈଋତ ଦିଗ ପଶ୍ଚିମ ଦିଗ ପୂର୍ବ ଦିଗ ବାୟୁ ଦିଗ ଯାତ୍ରା-ଅଶୁଭ-ଦିଗ ଉତ୍ତର-ପଶ୍ଚିମ ଦିଗ ଦକ୍ଷିଣ ପଶ୍ଚିମ ଦିଗ ଦକ୍ଷିଣ ପୂର୍ବ ଦିଗ ଦିଗ ପରିବର୍ତ୍ତନ କରିବା दिक् दिग दिशा ദിക്ക് திசை దిశ ਦਿਸ਼ਾ but then on the other hand দিশ দিশা দিশমাপক যন্ত্র होकायंत्र दिकसुचक यंत्र दिक्सूचकः दिग दिन्थिग्रा जन्थ्र then again کَمپاس வழிகாட்டல் దిక్సూచి ਦਿਸ਼ਾਸੂਚਕ દિશા വടക്കുനോക്കി യന്ത്രം southwest southwestward sou'-west sw ದಿಕ್ಸೂಚಕ ಯಂತ್ರ facet due south southward طَرَف ದಿಕ್ಕು infatuate northwestward nor'-west nw northwest due east eastward magnetic north compass north দিকসূচক response दिक्सूचक turning દિશાસૂચક e east sou'-east southeastward ne nor'-east northeast northeastward se reaction divert south southeast north compass aspect ଦିଗଦର୍ଶକ ଯନ୍ତ୍ର ଦିଗନିର୍ଣ୍ଣାୟକ ଦିଗସୂଚକ ଯନ୍ତ୍ର direction s turn ଆଧୁନିକ ବ୍ୟକ୍ତି ଆଲୋଚକ ଦିଶା ନିର୍ଦ୍ଧାରକ ବାତ ଦିଗ୍ଦର୍ଶକ ଶବ୍ଦଭେଦୀ ଉତ୍ତର-ପୂର୍ବ କୋଣ ବାତମୃଗ କମ୍ପାସ ଅନନ୍ତଦର୍ଶନ ପବନ ପରୀକ୍ଷା ମୋଡ଼ିବା ପଶ୍ଚିମ ସମାଜବାଦୀ ଅଗ୍ରଗାମୀ ଉତ୍ତର ମୋଡ଼ Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP