noun କୌଣସି ମୁନିଆ ବସ୍ତୁ
Ex.
ପିଲାମାନଙ୍କଠାରୁ ଶଙ୍କୁକୁ ଦୂରେଇ ରଖିବା ଉଚିତ ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kanಬಾಣದ ತುದಿ
kasشَنٛکُو
kokतोंकाळ वस्तू
malശംഖ്
panਸ਼ੰਕੂ
tamகூர்முனை
telనకిలీవస్తువు.
noun ଯେଉଁ ଖୁମ୍ବର ଉପର ଭାଗ ଗୋଜା ତଥା ତଳ ଭାଗ ମୋଟା
Ex.
ରାମ ଶଙ୍କୁ ପୋତୁଛି ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
marशंक्वाकार खांब
telశంకువు
noun ପ୍ରାଚୀନ କାଳରେ ଯେଉଁ ଖୁଣ୍ଟି ମାଧ୍ୟମରେ ସୂର୍ଯ୍ୟ ବା ଆଲୋକର ଛାଇ ମାପ କରାଯାଉଥିଲା
Ex.
ଶଙ୍କୁ ଛାଇର ଲମ୍ବରୁ ସମୟ ଗଣନା କରାଯାଉଥିଲା ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun ବାର ଆଙ୍ଗୁଳର ମାପ
Ex.
ଏହି ରୁମାଲର ଲମ୍ବ ଏକ ଶଙ୍କୁ ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benশঙ্কু
gujબાર આંગળ
kokशंकू
telజాన
urdشنکُو
noun ଯେଉଁ ବସ୍ତୁର ଗୋଟିଏ ମୁଣ୍ଡ ଗୋଲ ତଥା ଅନ୍ୟ ମୁଣ୍ଡ ମୁନିଆ ବିନ୍ଦୁ ଭଳି ହୋଇଥାଏ
Ex.
ଏହି ଶଙ୍କୁ ମୁହଁର ବ୍ୟାସ କେତେ ହେବ? ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
hinशंकु
kanಶಂಕು
tamசங்குவடிவம்
telశంకాకారం.
urdشنکُو , مخروطی نما
noun ଯେଉଁ ପଥର ବା ଖୁମ୍ବ ଗାଁ ସୀମାରେ ପୋତାଯାଇଥାଏ
Ex.
ତାଙ୍କୁ ଦୂରରୁ ଗାଁର ଶଙ୍କୁ ହିଁ ଦେଖାଯାଉଥିଲା ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benসীমান্তফলক
gujખાંભી
kasکَھش
malഅതിർത്തി കാല്
tamஎல்லைத்தூண்
telపాగాచుట్టుగుడ్డ.
urdسنگ میل