Dictionaries | References

ଦେବା

   
Script: Odia

ଦେବା     

ori.wordnet.indo | Oriya  Oriya
verb  କାହାକୁ କିଛି ହସ୍ତଗତ କରାଇବା   Ex. ଅଧ୍ୟାପକ ତାକୁ ପୁରସ୍କାର ଦେଲେ
HYPERNYMY:
କାମ କରିବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
ପ୍ରଦାନ କରିବା ସମର୍ପିବା
Wordnet:
gujઆપવું
hinदेना
kanಕೊಡು
kasدُین
malനല്കുക
nepदिनु
panਦੇਣਾ
tamகொடு
telఇవ్వు
urdپیش کرنا , دینا , اداکرنا
verb  କାହାରିକୁ ଦୁଃଖୀ କରିବା ବା କାହାର କ୍ଷତି କରିବା   Ex. ପୁଅ ନିଜ ଘର ତ୍ୟାଗକରି ବାପାକୁ ବହୁତ ଦୁଃଖ ଦେଲା
HYPERNYMY:
ହଇରାଣ କରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ପହଞ୍ଚାଇବା ପହଞ୍ଚେଇବା
Wordnet:
bdहो
benদেওয়া
gujપહોંચાડવું
kanನೋವು ಮಾಡು
kasواتناوُن
malവേദന നല്കുുക
telదు
verb  ପ୍ରସ୍ତୁତ କରିବା   Ex. ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ / ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଉପସ୍ଥାପିତ କରିବା
Wordnet:
bdदिन्थिनाय
kanತೆರೆದಿಡು
kasپیش کَرُن , برٛونٛٹھہٕ کَنہِ تھاوُن , تھاوُن
malനിരത്തുക
mniꯐꯣꯡꯗꯣꯛꯄ
nepराख्नु
panਰੱਖਣਾ
tamமுன்வை
urdپیش کرنا , رکھنا
verb  ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା   Ex. ଆମେ ଦୁଇଟି ଗୋଲ୍ ଦେଲୁ / ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
HYPERNYMY:
ପ୍ରାପ୍ତି କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
କରିବା ପାଇବା ହାସଲ କରିବା ପ୍ରାପ୍ତକରିବା
Wordnet:
kasکَرُن , بَناوُن
mniꯄꯥꯟꯖꯜ꯭ꯆꯟꯕ
urdبنانا
verb  ମୌଖିକ ରୂପରେ ପ୍ରସ୍ତୁତ କରିବା   Ex. ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ / ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
HYPERNYMY:
କହିବା
ONTOLOGY:
संप्रेषणसूचक (Communication)कर्मसूचक क्रिया (Verb of Action)क्रिया (Verb)
SYNONYM:
ପ୍ରଦାନ କରିବା
Wordnet:
kanಶುಭಾಕಾಮಾನೆ ಹೇಳು
malആശ്വസിപ്പിക്കുക
urdدینا
verb  ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା   Ex. ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
HYPERNYMY:
ଦେବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ପ୍ରଦାନ କରିବା ଦାନ କରିବା
Wordnet:
kanನಿಡು
kasدِیُن
malതരുക
urdدینا , عطاکرنا
See : ଦାନ, ପରିଶୋଧ କରିବା, ଘେରାଇବା, ସମର୍ପଣ କରିବା

Related Words

ଦେବା   ସୂଚେଇ ଦେବା   ଚକମା ଦେବା   ଚାକିରି ଦେବା   ଚୁମ୍ବନ ଦେବା   ଜବାବ୍‌ ଦେବା   ଶରଣ ଦେବା   ଶ୍ରାପ ଦେବା   ଅଭିସଂପାତ ଦେବା   ଆଶୀଷ ଦେବା   ଇଞ୍ଜେକ୍‌ସନ ଦେବା   ଉଡ଼େଇ ଦେବା   ଉପଦେଶ ଦେବା   ଦାୟିତ୍ୱ ଦେବା   ପ୍ରସ୍ତାବ ଦେବା   ବାସଗୃହ ଦେବା   ଭିକ୍ଷା ଦେବା   ଭେଟି ଦେବା   ଭୋଜନ ଦେବା   କାମ ଦେବା   ଖେଳେଇ ଦେବା   ଘର ଦେବା   ଚୁମା ଦେବା   ଚେତାବନୀ ଦେବା   ସମ୍ମାନ ଦେବା   ଆତ୍ମବଳି ଦେବା   ଆଶୀର୍ବାଦ ଦେବା   ଉତ୍ତର ଦେବା   ଉପହାର ଦେବା   ପରିଚୟ ଦେବା   ଭିକ ଦେବା   ଆଶ୍ରୟ ଦେବା   ସାନ୍ତ୍ୱନା ଦେବା   ଜିମା ଦେବା   ଗୁପ୍ତରେ ଆଶ୍ରୟ ଦେବା   ଗୁପ୍ତରେ ସୁରକ୍ଷା ଦେବା   ସହମତ ଦେବା   ସୂଚନା ଦେବା   ହଟେଇ ଦେବା   କଥା ଦେବା   କଷ୍ଟ ଦେବା   କ୍ଷମା ଦେବା   କୋମଳସ୍ପର୍ଶ ଦେବା   ଗାଧୋଇ ଦେବା   ଗାଳି ଦେବା   ଗୁଡ଼େଇତୁଡ଼େଇ ଦେବା   ଗୁଡେଇ ଦେବା   ଚଟକଣି ଦେବା   ଚାପି ଦେବା   ଚାଲିବାକୁ ଦେବା   ଚିହ୍ନ ଦେବା   ଛାଡ଼ି ଦେବା   ଜନ୍ମ ଦେବା   ଲମ୍ଫ ଦେବା   ଶାସ୍ତି ଦେବା   ଶିକ୍ଷା ଦେବା   ଶୁଖାଇ ଦେବା   ଅପମାନ ଦେବା   ଅଭିଶାପ ଦେବା   ଆକାର ଦେବା   ଆଜ୍ଞା ଦେବା   ଆଦେଶ ଦେବା   ଆହ୍ୱାନ ଦେବା   ଉଜାଡ଼ି ଦେବା   ଉଡ଼ାଇ ଦେବା   ଟୀକା ଦେବା   ତଡ଼ି ଦେବା   ତାଲିମ ଦେବା   ଦାଗ ଦେବା   ଦାନ ଦେବା   ଧକ୍କା ଦେବା   ନିଯୁକ୍ତି ଦେବା   ପ୍ରଲେପ ଦେବା   ପ୍ରଶିକ୍ଷଣ ଦେବା   ପରାମର୍ଶ ଦେବା   ଫଳ ଦେବା   ଫୋପାଡ଼ି ଦେବା   ବକ୍ତବ୍ୟ ଦେବା   ବାଧା ଦେବା   ବିସ୍ତର ଦେବା   ବୋକ ଦେବା   ଭୋଜି ଦେବା   നേടുക   କୋମଳ ଲଘୁସ୍ପର୍ଶ ଦେବା   ଗୁପ୍ତରେ ଶରଣ ଦେବା   ରଦ୍ଦ କରି ଦେବା   ଆଖିରେ ଧୂଳି ଦେବା   ବାଟ ଭୁଲେଇ ଦେବା   ବିବାହ ପ୍ରସ୍ତାବ ଦେବା   بنانا   విడచి   ਛੱਡਦੇਣਾ   go along   tantalise   tantalize   pop the question   declare oneself   cod   অপমান করা   খুন্দা মৰা   
Folder  Page  Word/Phrase  Person

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP